ସାଲିଆସାହିରେ ଲାଗିଲା କରୋନା ନୋଟିସ

ଭୁବନେଶ୍ବର : ଭୁବନେଶ୍ବରସ୍ଥିତ ବିଜୁପଟ୍ଟନାୟକ କଲେଜ ପାର୍ଶ୍ବସ୍ଥ ସାଲିହାସାହିରେ ଗୁରୁବାର କରୋନା ନୋଟିସ ଲଗାଯାଇଛି । କରନୋ ଦିନକୁ ଦିନ କାୟା ବିସ୍ତାର କରୁଥିବାବେଳେ ସାଲିସାହିରେ କରୋନା ପଜିଟିଭ ବାହାରିବା ପରେ ମୁଣ୍ଡ ବ୍ୟଥାର କାରଣ ପାଲଟିଥିଲା । ଏଠାରେ କରୋନାର କୌଣସି ନିୟମକୁ ଅଞ୍ଚଳବାସୀ ମାନୁ ନ ଥିବାର ଦେଖିବାକୁ ମିଳିଥିଲା । କେହି ସାମାଜିକ ଦୂରତା ମଧ୍ୟ ରଖୁ ନ ଥିଲେ । ପରେ ଆଜି ଭୁବନେଶ୍ବର ମହାନଗର ପକ୍ଷରୁ  ନୋଟିସ ଲଗାଯାଇଛି ।

Comments are closed.