କୃଷିଜାତ ଦ୍ରବ୍ୟ ବିକ୍ରୟ ଉପରେ ଭୌଗୋଳିକ ପ୍ରତିବନ୍ଧକ ହଟାଯାଇ ପାରିବ

ଭୁବନେଶ୍ବର : କୋଭିଡ୍‌-୧୯ ମହାମାରୀ ଯୋଗୁଁ କୃଷକମାନଙ୍କୁ ତୁରନ୍ତ ଲାଭ ଦେବା ପାଇଁ କୃଷି ଉତ୍ପାଦନ ଏବଂ ପଶୁପାଳନ ମାର୍କେଟିଂ ଅଧିନିୟମ ଜାରି କରାଯାଇଛି। ଏହା ଫଳରେ ରାଜ୍ୟସ୍ତରୀୟ ଏକକ ବଜାର ସୃଷ୍ଟି ହୋଇପାରିବ ଏବଂ କୃଷିଜାତ ଦ୍ରବ୍ୟ ବିକ୍ରୟ ଉପରେ ଭୌଗୋଳିକ ପ୍ରତିବନ୍ଧକ ହଟାଯାଇ ପାରିବ। ଉତ୍ପାଦକମାନଙ୍କୁ ରାଜ୍ୟର ଯେକୌଣସି ସ୍ଥାନରେ ଉତ୍ପାଦ ବିକ୍ରୟ କରିବାକୁ ଅନୁମତି ମିଳିବ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.