କୋଭିଡ-୧୯ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ

ଭୁବନେଶ୍ବର : ବିଶ୍ବ ମହାମାରୀ କରୋନାକୁ ମୁକାବିଲା କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ରାଜ୍ୟ ସରକାରୀ କଲେଜର ଜଣେ ଅବସର ପ୍ରାପ୍ତ ରସାୟନ ଶାସ୍ତ୍ର ପ୍ରାଧ୍ୟାପକ ତଥା ଉଚ୍ଚ ଶିକ୍ଷା ବିଭାଗର ଉପନିର୍ଦ୍ଦେଶକ ହେମନ୍ତ କୁମାର ଦାସ ତାଙ୍କ ପେନସେନ ଅର୍ଥରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି କୋଭିଡ-୧୯କୁ ୫୦ହଜାର ଟଙ୍କା ଦାନ କରିଛନ୍ତି।

Comments are closed.