ଚାଳିଶି ଟପିଲା ଦୁଇ ସହର , ୨ଦିନରେ ବଢିପାରେ ୨ରୁ ୩ ଡିଗ୍ରୀ ତାପମାତ୍ରା

ଭୁବନେଶ୍ବର : ଆସନ୍ତା ୨ ଦିନ ମଧ୍ୟରେ ୨ରୁ ୩ ଡିଗ୍ରୀ ତାପମାତ୍ରା ବଢିପାରେ। ଏପରି  ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଗୁରୁବାର ୨ଟି ଜିଲାର ପାରଦ ୪୦ ଡିଗ୍ରୀ ଉପରେ ରହିଛି । ଟିଟିଲାଗଡ ୪୦.୫, ମାଲକାନଗିରିରେ ୪୦.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ । ସେହିପରି କଟକ ୩୯.୫ ଡିଗ୍ରୀ ଓ ଭୁନେଶ୍ୱରରେ ପାରଦ ୩୯.୨ ଡିଗ୍ରୀ ରହିଛି ।

Comments are closed.