ଅଂଶୁଘାତ ଭୟ: ଜିଲାପାଳଙ୍କୁ ଚିଠି ଲେଖିଲେ ସରକାର

ଭୁବନେଶ୍ବର: କରୋନା ନିମନ୍ତେ ଏବେ ଲକ ଡାଉନ। ମାତ୍ର ଏହି ସମୟରେ ହଠାତ୍‍ ଦିନର ତାପମାତ୍ରା ବୃଦ୍ଧି ପାଇଛି। ଲକ ଡାଉନ ଯୋଗୁ ଲୋକମାନେ ଘରେ ରହୁଛନ୍ତି । ମାତ୍ର ଯେଉଁ ଲୋକ ଜରୁରୀ କାମରେ ବାହାରକୁ ବାହାରୁଛନ୍ତି ସେମାନଙ୍କ ଲାଗି ସତର୍କତା ଜାରି କରିଛନ୍ତି ସରକାର । ଅଂଶୁଘାତ ସମ୍ପର୍କରେ ପଦକ୍ଷେପ ଗ୍ରହଣ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଓସ୍‍ଡମାର ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ଜେନା ଜିଲାପାଳମାନଙ୍କୁ ପତ୍ର ଲେଖିଛନ୍ତି ।

Comments are closed.