ଓଡିଶାରେ ପହଞ୍ଚିଲା ୨୦ଲକ୍ଷ ମାସ୍କ

ଭୁବନେଶ୍ବର : ଓଡିଶାରେ ଶନିବାର ୨୦ଲକ୍ଷ ମାସ୍କ ପହଞ୍ଚିଛି । ଏଥି ମଧ୍ୟରେ ୨୦ହଜାର ଏନ୍‍-୯୫ ମାସ୍କ ରହିଥିବା ଜଣାପଡ଼ିଛି। ଏୟାର ଇଣ୍ଡିଆର ସ୍ୱତନ୍ତ୍ର କାର୍ଗୋ ବିମାନରେ ଏହି ମାସ୍କ ପହଞ୍ଚିଛି । ଓଡିଶା ରାଜ୍ୟ ଔଷଧ ନିଗମ ଭଣ୍ଡାରରେ ମାସ୍କ ପହଞ୍ଚିଥିବା ସୂଚନା ।

Comments are closed.