ରାଜଧାନୀର ୟୁନିଟ -୧ ହାଟ ସିଲ୍‍

ଭୁବନେଶ୍ୱର : ଆଜି ରାଜଧାନୀର ୟୁନିଟ -୧ ଭିତର ହାଟ ସିଲ୍‍ କରାଯାଇଛି। କୋଭିଡ ନିୟମ ଉଲ୍ଲଙ୍ଘନ ଯୋଗୁଁ ବିଏମସି ପକ୍ଷରୁ ୧ ନମ୍ବର ହାଟକୁ ସିଲ୍‍ କରାଯାଇଥିବା ଜଣାପଡିଛି। ଆସନ୍ତା ଜୁଲାଇ ୧ ତାରିଖ ଯାଏଁ ୧ ନମ୍ବର ହାଟ ରେ ସମସ୍ତ ହୋଲସେଲ୍‍ ଓ ଖୁଚୁରା ଦୋକାନ ବନ୍ଦ ରହିବ। ଗତ ୨୩ ତାରିଖରେ ୧ ନମ୍ବର ହାଟରେ ବହୁ ପରିମାଣରେ ଭିଡ ହେଉଥିବା ନେଇ ଦେଖାଯାଇଥିଲା। କୋଭିଡ ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଆଜି ବିଏମସି ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

Comments are closed.