ଯୁବକଙ୍କ ଆକ୍ରମଣରେ ଡାକ୍ତର ଆହତ

ବାସୁଦେବପୁର: ବାସୁଦେବପୁର ଡାକ୍ତରଖାନାରେ ତୁମୂଳକାଣ୍ଡ । ରୋଗୀ ଦେଖାଇବାକୁ ଆସିଥିବା   ଯୁବକଙ୍କ ମାଡ଼ରେ ଜଣେ ଡାକ୍ତର ଆହତ ହୋଇଛନ୍ତି । ଯୁବକ ଜଣକ କେଉଁ କାରଣରୁ ଏପରି କାଣ୍ଡ ଭିଆଇଛନ୍ତି ଜଣାପଡ଼ିନଥିବା ​‌ବେଳେ ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଯୁବକ ଜଣକଙ୍କୁ ଅଟକ ରଖି ପଚରାଉଚରା କରୁଛି । ଡାକ୍ତର ଜଣକ ସ୍ତ୍ରୀ ଓ ପ୍ରସୂତୀ ବିଭାଗର ହୋଇଥିବା ଜଣାପଡ଼ିଛି ।

Comments are closed.