ଠିକାଦାରଙ୍କୁ ଅପହରଣ ଅଭିଯୋଗ

ବାସୁଦେବପୁର :  ଭଦ୍ରକ ଜିଲା ବାସୁଦେବପୁର ସୋମବାର ଜଣେ ଠିକାଦାରଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଠିକାଦରଙ୍କ ନାଁ ଅଶୋକ କୁମାର ଦାଶ ବୋଲି ଜଣାପଡ଼ିଛି। ଅଭିଯୋଗପରେ ପୁଲିସ ୪ଜଣଙ୍କୁ ଥାନାରେ ଅଟକ ରଖିଛି। ଅଟକଙ୍କ ମଧ୍ୟରେ ଜଣେ କନେଷ୍ଟବଳଙ୍କ ସମ୍ପୃକ୍ତି ନେଇ ସନ୍ଦହ ସୃଷ୍ଟି ହୋଇଛି।

ସଚନା ଅନୁଯାୟୀ, ଅପହରଣ ହୋଇଥିବା ଠିକାଦରଙ୍କୁ ପୁଲିସ ଉଦ୍ଧାର କରିଥିବା ଜଣାପଡ଼ିଛି

Comments are closed.