ବାସ୍ତୁ ଶାସ୍ତ୍ର ପ୍ରତି ଦିଅନ୍ତୁ ଧ୍ୟାନ ; ରେ କଳି, ଝଗଡ଼ା ନିୟମିତ ହେଉଥିଲେ କେତୋଟି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

– ଶୟନ କକ୍ଷରେ ମାଣ୍ଡାରିନ୍ ଡକ୍ସ ରଖିବା ଉଚିତ। ଅନ୍-ଲାଇନ୍‌ରେ ଏହା ସହଜରେ ମିଳିଥାଏ।
– ଦମ୍ପତିଙ୍କ ଶୟନକକ୍ଷକୁ ଅତିଥି ପ୍ରବେଶ ନ କରିବା ଭଲ। ଏହା କାରଣରୁ ମଧ୍ୟ ନକାରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ।
– ଭଙ୍ଗାରୁଜା ଜିନିଷ ନିଜ ଘରେ ସଜାଇବା ଅନୁଚିତ।
– ପ୍ଲାଷ୍ଟିକ୍ ଫୁଲ ବାସ୍ତୁଶାସ୍ତ୍ରରେ ଗ୍ରହଣୀୟ ନୁହେଁ। ଏଣୁ ସତେଜ ଫୁଲ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ।
– ଶୟନ କକ୍ଷରେ ଦର୍ପଣ ରଖିବା ଅନୁଚିତ।
– ଘରର କାନ୍ଥରେ ପରିବାର ସଦସ୍ୟଙ୍କ ହସଖୁସିର ଫଟୋ ଫ୍ରେମିଂ କରି ଲଗାଇ ପାରନ୍ତି।

Comments are closed.