ଖାକିରେ ଦାଗ ; ପୁଲିସ ନାମରେ ବଳତ୍କାର ଅଭିଯୋଗ

0

ବରଗଡ : ବରଗଡ ଜିଲା ସୋହଲା ଥାନା ଅନ୍ତର୍ଗତ ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳତ୍କାର ହୋଇଥିବା ଅଭିଯୋଗ ହୋଇଛି। ଜଣେ ଥାନା ଏଏସ୍‍ଆଇ ଓ ଅନ୍ୟ ଜଣେ ଯୁବକଙ୍କ ନାମରେ ଏହି ଅଭିଯୋଗ ହୋଇଛି। ପିଡୀତାଙ୍କ ବାପା ଥାନାରେ ଏହି ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

Leave A Reply