ବାରଙ୍ଗ ଗଣଦୁଷ୍କର୍ମ: ମୁଖ୍ୟ ଅଭିଯୁକ୍ତକୁ ଗିରଫ ନେଇ ସ୍ୱତନ୍ତ୍ର ପୁଲିସ ଟିମକୁ ସାଧୁବାଦ ଜଣାଇଲେ ପୁଲିସ ଡିଜି

0

୧୯୯୯ ମସିହାରେ ସଂଘଟିତ ବାରଙ୍ଗ ଗଣଦୁଷ୍କର୍ମ ଘଟଣାର ପର୍ଦ୍ଦାଫାଶ କରିବା ଓ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଗିରଫ କରିବା ଘଟଣାରେ ସ୍ୱତନ୍ତ୍ର ପୁଲିସ ଟିମର ସଫଳତାକୁ ନେଇ ଆଜି ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ସେମାନଙ୍କୁ ସାଧୁବାଦ ଜଣାଇଛନ୍ତି। ଆଜି ସନ୍ଧ୍ୟାରେ ରାଜ୍ୟ ପୁଲିସ ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ସ୍ୱତନ୍ତ୍ର ଟିମର କଠିନ ପରିଶ୍ରମ, ନିଷ୍ଠା ଏବଂ ଉତ୍ସର୍ଗୀକୃତ ମନୋଭାବକୁ ସେ ଭୂୟସୀ ପ୍ରଶଂସା କରିଛନ୍ତି। ଏହି କାର୍ୟ୍ୟକ୍ରମରେ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ, କଟକ ଡିସିପି ପ୍ରତୀକ ସିଂ ପ୍ରମୁଖ ଉପସ୍ଥିତ ଥିଲେ।

View this post on Instagram. cialis price Related Posts.

Leave A Reply