ଘର ଉପରେ ପଡ଼ିଲା ବରଗଛ

0

ବାଲେଶ୍ବର: ଏକ ଘର ଉପରେ ଟଳି ପଡ଼ିଛି ବରଗଛ। ପାଟୁଳି ଗ୍ରାମର ୩ ନଂ ୱାର୍ଡରେ ଘଟିଛି ଏହି ଅଘଟଣ। ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ଏକ ପୁରୁଣା ବରଗଛ ଗ୍ରାମର ଗେଡୁ ସେଠିଙ୍କ ଘର ଉପରେ ପଡିଥିଲା। ସୌଭାଗ୍ୟବଶତଃ ଏଥିରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ। ଗ୍ରାମବାସୀଙ୍କ ଦ୍ଵାରା ପରିବାର ଲୋକଙ୍କୁ ଉଦ୍ଧାର କରଯାଇଛି। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛି ।

Leave A Reply