ବାରବାଟୀ ଦିନିକିଆ : ଭାରତର ପ୍ରଥମ ୱିକେଟର ପତନ, ରୋହିତ ୬୩ରନ କରି ଆଉଟ

କଟକ : କଟକର ବାରବାଟୀ ଷ୍ଟାଡିୟମରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ଶେଷ ଦିନିକିଆ ମ୍ୟାଚରେ ଭାରତ ତାର ପ୍ରଥମ ୱିକେଟ ହରାଇଛି। ରୋହିତ ଶର୍ମା ୬୩ରନ କରି ହୋଲଡରଙ୍କ ବଲରେ ଆଉଟ ହୋଇ ଯାଇଛନ୍ତି। ସେ ୬୩ବଲରେ ୬୩ରନ କରିଛନ୍ତି। ଯେଉଁଥିରେ ତାଙ୍କର ଗୋଟିଏ ଛକା ଓ ୮ଟି ଚୌକା ସାମିଲ ରହିଛି।

 

Comments are closed.