ଡିସେମ୍ବର ୧୨ରେ ହେବ ବାର୍‌ ଆସୋସିଏସନ୍‌ ନିର୍ବାଚନ

ଭୁବନେଶ୍ବର: ଆଜି ରାଜ୍ୟର ସବୁ ବାର୍‌ ଆସୋସିଏସନ୍‌ ପାଇଁ ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ବାର ଆସୋସିଏସନ୍ ନିର୍ବାଚନ ଡିସେମ୍ବର ୧୨ରେ ଅନୁଷ୍ଠିତ ହେବ। ରାଜ୍ୟର ସବୁ ବାର୍‌ ଆସୋସିଏସନ୍‌ ନିର୍ବାଚନ ଲାଗି ରାଜ୍ୟ ବାର୍‌ କାଉନ୍‌ସିଲ୍ ପକ୍ଷରୁ ଆଜି ବିଜ୍ଞପ୍ତି ଜାରି କରାଯାଇଛି। ସୂଚନା ଯୋଗ୍ୟ ଯେ ଗତ ମାର୍ଚ୍ଚରେ ହେବାକୁ ଥିବା ନିର୍ବାଚନ କରୋନା ଯୋଗୁ ବନ୍ଦ ରହିଥିଲା।

Comments
Loading...