ଜିଲା ମାନ୍ୟତା ଦାବିରେ ଟିଟିଲାଗଡରେ ବ୍ୟାଙ୍କ ବନ୍ଦ

0

ଟିଟିଲାଗଡ : ଟିଟିଲାଗଡକୁ ଜିଲା ମାନ୍ୟତା ଦାବିରେ ଆନ୍ଦୋଳନ ଜାରି ରହିଛି। ସେଥିପାଇଁ ମଙ୍ଗଳବାର ଦିନ ଟିଟିଲାଗଡ ସହରର ସମସ୍ତ ବ୍ୟାଙ୍କ, କେନ୍ଦ୍ର ସରକାରଙ୍କ କାର୍ୟ୍ୟାଳୟ ବନ୍ଦ ରହିଛି। ଏହା ୩ ଦିନ ପର୍ୟ୍ୟନ୍ତ ବନ୍ଦ ରହିବ ବୋଲି ଜଣାପଡିଛି। ଆନ୍ଦୋଳନ ଫଳରେ ଗତ ୧ତାରିଖରୁ ସହରରେ ରହିଥିବା ଉପଜିଲାପାଳଙ୍କ କାର୍ୟ୍ୟାଳୟ ସମେତ ସମସ୍ତ ରାଜ୍ୟ ସରକାରଙ୍କ କାର୍ୟ୍ୟାଳୟ ମଧ୍ୟ ବନ୍ଦ ରହିଛି। ଉପଜିଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଜାରି ରହିଥିବା ଗଣଧାରଣାରେ ଆଜି ସହସ୍ରାଧିକ କଂଗ୍ରେସ କର୍ମୀଙ୍କ ସହ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂଭୋଇ ଯୋଗ ଦେଇଛନ୍ତି।

Leave A Reply