ବ୍ୟାଙ୍କ ବାହାରୁ ଲୁଟିନେଲେ ୪.୫୦ଲକ୍ଷ ଟଙ୍କା

0

ରାଉରକେଲା : ରାଉରକେଲା ସିଭିଲ ଟାଉନସିପ ଏସବିଆଇ ଶାଖା ନିକଟରୁ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ମିଳିଛି। ଜଣେ ବ୍ୟକ୍ତି ବ୍ୟାଙ୍କରୁ ଟଙ୍କା ଉଠାଇବା ପରେ ତାଙ୍କ ଠାରୁ ଲୁଟେରାମାନେ ଟଙ୍କା ଲୁଟି ନେଇଛନ୍ତି ବିଶ୍ରା ସନ୍ତୋଷପୁର ସ୍ଥିତ ଷ୍ଟେଟ ବ୍ୟାଙ୍କରୁ ୪.୫୦ ଲକ୍ଷ ଟଙ୍କା ଉଠାଇଥିଲେ। ସେ ବ୍ୟାଙ୍କରୁ ବାହାରିବା ପରେ ବ୍ୟାଙ୍କ ନିକଟରୁ ୨ ଜଣ ଲୁଟେରା ଟଙ୍କା ବ୍ୟାଗ ଧରି ଚମ୍ପଟ ମାରିଥିଲେ। ଏହାପରେ ସେ ରଘୁନାଥପାଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ବିଭିନ୍ନ ସିସିଟିଭି ଯାଞ୍ଚ କରିଛି।

Leave A Reply