ବାଂଲାଦେଶରେ ହିନ୍ଦୁଙ୍କ ସଂଖ୍ୟା ବୃଦ୍ଧି

0

ନୂଆଦିଲ୍ଲୀ : ବାଂଲାଦେଶରେ ହିନ୍ଦୁଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ନେଇ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ରାଜ୍ୟସଭାରେ ସୂଚନା ଦେଇଛନ୍ତି। ୨୦୧୭ରେ ବାଂଲାଦେଶର ହିନ୍ଦୁଙ୍କ ସଂଖ୍ୟା ୨ ପ୍ରତିଶତ ବୃଦ୍ଧି ପାଇଥିଲା। ମନ୍ତ୍ରୀ କହିଛନ୍ତି ଯେ ବାଂଲାଦେଶ, ପାକିସ୍ତାନ ଓ ଅନ୍ୟ ରାଷ୍ଟ୍ର ସହିତ ଦ୍ୱିପାକ୍ଷିକ କଥାବାର୍ତ୍ତା କାଳରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉଦ୍‍ବେଗକୁ ଭାରତ ସରକାର ନିୟମିତ ଉପସ୍ଥାପନ କରିଆସୁଛନ୍ତି।

Leave A Reply