ଅଗ୍ନିକାଣ୍ଡରେ ସର୍ବସ୍ୱ ଧ୍ୱସଂ

0

ବାଙ୍ଗିରିପୋଷି : ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଚୁଆପାଣି ଗ୍ରାମର ସାଏବ କିସ୍କୁର ଘର କୌଣସି କାରଣବଶତଃ ନିଆଁ ଲାଗିଯାଇଥିଲା। ତେଣୁ ଏକ ବଖରା ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। ଏହି ନିଆଁ ଲାଗିଯିବା ଫଳରେ ଖାଦ୍ୟ ସାମଗ୍ରୀ , କାଗଜପତ୍ର ପୋଡି ନଷ୍ଟ ହୋଇଯାଇଛି। ଘଟଣା ସ୍ଥଳରେ ବାଙ୍ଗିରିପୋଷି ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଏ ଘଟଣା ସମ୍ପର୍କରେ ସୂଚନା ପାଇଁ ତଲସିଲ ତରଫରୁ ପଲଥିନ ଯୋଗାଇ ଦିଆଯାଇଛି।

Leave A Reply