ବେଙ୍ଗାଲୁରୁ ଦିନିକିଆ : ଭାରତ ପାଇଁ ୨୮୭ରନର ବିଜୟ ଲକ୍ଷ୍ୟ

ବେଙ୍ଗାଲୁରୁ  : ବେଙ୍ଗାଲୁରୁ  ଦିନିକିଆରେ ଅଷ୍ଟ୍ରେଲିଆ, ଭାରତ ପାଇଁ ୨୮୭ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୫୦ ଓଭରରେ ୯ ୱିକେଟ ହରାଇ୨୮୬ ରନ କରିଛି ।

Comments are closed.