ଡ଼କାୟତ ଗିରଫ, ୩ ବାଇକ ଜବତ

0

ବଣେଇ : ସୁନ୍ଦରଗଡ଼ ଜିଲ୍ଲା ବଣେଇ ଉପଖଣ୍ଡ ଲହୁଣିପଡା ଥାନା ଅଂଚଳରୁ ଏମ. ଡି ଉବେଦ ଖାନଙ୍କୁ ପୁଲିସ ଗିରପ କରିଛି।  ପେଟ୍ରୋଲ ପମ୍ପ ଓ ବ୍ୟବସାୟୀ ଲୋକଙ୍କ ଘରେ ଡ଼କାୟତି ଉଦ୍ୟମ କରୁଥିବା ବେଳେ ଲହୁଣିପଡା ପୁଲିସ ତାକୁ ଗିରଫ କରିଛି। ତେବେ ତା’ର ୪ ଜଣ ସାଥି ଫେରାର ହୋଇ ଯାଇଛନ୍ତି l କିନ୍ତୁ ପୁଳିସ ସେମାନଙ୍କ ଠାରୁ ୩ ଟି ବାଇକ,୨ ଟି ପ୍ଲାଷ୍ଟିକ ରସି, ୨ଟି ଟର୍ଚ୍ଚ, ୫ ଟି ଫେସମାସ୍କ, ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ଦେଶୀ ଏୟାର ପିସ୍ତଲ ଜବତ କରିଛି l

Leave A Reply