ବଣାଇ ବିଧାୟକ ଅଙ୍ଗରକ୍ଷୀଙ୍କ ଆତ୍ମହତ୍ୟା !

ବଣାଇ : ସୁନ୍ଦରଗଡ଼ ଜିଲା ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ଅଙ୍ଗରକ୍ଷୀ ଗୁରୁୂବାର ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।ଅଙ୍ଗରକ୍ଷୀ ଜଣଙ୍କ ହେଉଛନ୍ତି ଡମ୍ବୁରୁ ସାହୁ (୩୩) । ସେ ହୁଣୀପଡ଼ା ଥାନା ଅନ୍ତର୍ଗତ କୁର୍ଡାସ୍ଥିତ ନିଜ ବାସଭାବନରେ ନିଜ ସର୍ଭିସ ରିଭରଭଲରୁ ଗୁଳି କରି ଆତ୍ମତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ମୃତ୍ୟୁର କରାଣ ଅସ୍ପଷ୍ଟ ରହିଛି ।

Comments are closed.