ନଭେମ୍ବର ୧୨ ରୁ କଟକ ଐତିହାସିକ ବାଲିଯାତ୍ରା

କଟକ : ନଭେମ୍ବର ୧୨ ତାରିଖରୁ କଟକର ଐତିହାସିକ ବାଲିଯାତ୍ରା ଆରମ୍ଭ। ମହାନଦୀ ଗଡ଼ଗଡ଼ିଆ ଘାଟ କୂଳରେ ଆୟୋଜିତ ହୋଇ ଆସୁଥିବା ଏହା ସର୍ବବୃହତ ମୁକ୍ତାକାଶ ବାଣିଜିତ୍ୟକ ମେଳା। ଚଳିତ ବର୍ଷ ବାଲିଯାତ୍ରା ୮ ଦିନ ଚାଲିବ ବୋଲି ଜଣାପଡ଼ିଛି। ଏହା ନଭେମ୍ବର ୧୨ରୁ ଆରମ୍ଭ ହୋଇ ୧୯ରେ ଶେଷ ହେବ ବୋଲି ସୂଚନା ମିଳିଛି। ଏହି ଐତିହାସିକ ବାଲିଯାତ୍ରାରେ ଏ ବର୍ଷ ମଧ୍ୟ ଲୋକଙ୍କ ବେଶ ଭିଡ଼ ଜମିବ।

Comments are closed.