ଶିକ୍ଷୟିତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫ

0

ବାଲିଗୁଡା: ଶିକ୍ଷୟିତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ଗୁରୁବାର ଜଣେ ପ୍ରଧାନ ଶିକ୍ଷକ ଗିରଫ ହୋଇଥିବା ଜଣାପଡିଛି। ଗିରଫ ପ୍ରଧାନ ଶିକ୍ଷକ ଜଣଙ୍କ କ.ନୂଆଗାଁ ଥାନା କୁକୁତୁଲି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚନ୍ଦ୍ର ଶେଖର ମହାରଣା। ଶିକ୍ଷୟିତ୍ରୀ ଜଣଙ୍କ ପ୍ରଧାନ ଶିକ୍ଷକଙ୍କ ସମେତ ଅନ୍ୟ ଦୁଇ ସହକାରୀ ଶିକ୍ଷକଙ୍କ ଉପରେ ଶାରିରୀକ ଓ ମାନସିକ ନିର୍ୟାତନା ଦେଉଥିବା ଅଭିଯୋଗ କରିଥିଲେ। ଦୁଇ ସହକାରୀ ଶିକ୍ଷକ ଫେରାର ରହିଛନ୍ତି।

Leave A Reply