ରାସ୍ତାକଡ ଉଠା ଦୋକାନରେ ଅଗ୍ନିକାଣ୍ଡ ; ଲୋକେ ଭୟଭୀତ

ବାଲେଶ୍ୱର : ବାଲେଶ୍ୱର ଜିଲା ଷ୍ଟେସନ ଛକ ନିକଟରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି। ଏଥିରେ ରାସ୍ତାକଡ ଉଠା ଦୋକାନରେ ଅଗ୍ନିକାଣ୍ଡ ହୋଇଛି। ସିଲିଣ୍ଡର ଫାଟିବା ନେଇ ଅଗ୍ନିକାଣ୍ଡ ହୋଇଥିବା ନେଇ ସନ୍ଦେହ କରାଯାଉଛି। ଏହି କାରଣରୁ ଲୋକେ ଆତଙ୍କିତ ଅବସ୍ଥାରେ ରହିଥିବା ନେଇ ସୂଚନା ମିଳିଛି। ଘଟଣା ବିଷୟରେ ଅଧିକ ଖବର ହସ୍ତଗତ ହୋଇ ପାରି ନାହିଁ।

Comments are closed.