ବେଆଇନ ଚାଲାଣ ବେଳେ ଗୋରୁ ଜବତ ; ୩ ଗିରଫ

ବାଲେଶ୍ୱର : ବାଲେଶ୍ୱରରେ ୫ଟି ଗାଡିରେ ବେଆଇନ ଭାବେ ଗୋରୁ ଚାଲାଣ ବେଳେ ଗୋରୁ ଜବତ ହୋଇଥିବା ସୋମବାର ଜଣାପଡିଛି। ୧୫୩ଟି ଗୋରୁ ଜୀବନ୍ତ ଓ ୩ଟି ମୃତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ଗାଈଙ୍କୁ ଉଦ୍ଧାର କରାଯିବା ପରେ ବାମପଦା ଗୋଶାଳାରେ ଛଡା ଯାଇଛି। ଏହାସହ ସମ୍ପୃକ୍ତ ଘଟଣାରେ ୫ ଚାଳକ ଓ ୨ ଜଣ ହେଲପର ଗିରଫ ହୋଇଥିବା ନେଇ ସୂଚନା ମିଳିଛି।

 

Comments are closed.