ସଡ଼କ ଦୁର୍ଘଟଣା ; ବାଇକ ଆରୋହୀ ଗୁରୁତର

ବାଲେଶ୍ୱର : ବାଲେଶ୍ୱର ଜିଲା ୧୬ ନମ୍ବର ଜାତୀୟ ରାଜପଥ ସେରଗଡ଼ ଗୋଲଡ଼େନ ପ୍ଲାଜ ହୋଟେଲ ସମ୍ମୁଖରେ ଶୁକ୍ରବାର ଏକ ଟ୍ରକ ଓ ବାଇକ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ ବାଇକ ଆହୋରୀ ଜଣଙ୍କ ଗୁରୁତର ହୋଇଛନ୍ତି। ସେ ସେରଗଡ଼ ପଞ୍ଚାୟତର ପୂର୍ଣ୍ଣଚନ୍ଦ୍ର ନାୟକ ବୋଲି ଜଣାପଡ଼ିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାଲେଶ୍ୱର ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Comments are closed.