ବାଲେଶ୍ୱର ଗସ୍ତରେ ଡ଼ିଜିପି ଅଭୟ

ବାଲେଶ୍ୱର : ବାଲେଶ୍ୱରରେ ‘ମୋ ସରକାର’ ଓ ୫ଟି କାର୍ଯ୍ୟକାରିତା ନେଇ ଡ଼ିଜିପି ଅଭୟ ମଙ୍ଗଳବାର ସମୀକ୍ଷା କରିବେ। ପୂର୍ବାଞ୍ଚଳ ରେଞ୍ଜ ଅନ୍ତର୍ଗତ ୩ଟି ଜିଲାର ଉନ୍ନୟନ କାର୍ଯ୍ୟ ସମୀକ୍ଷା କରିବେ। ଏହି ସମୀକ୍ଷା ବୈଠକରେ ତାଙ୍କ ସହ ପୂର୍ବାଞ୍ଚଳ ଆଇଜି ଦିପ୍ତେସ ପଟ୍ଟନାୟକ,ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଜିଲାର ଏସପି ଓ ଇଓଡ଼ବ୍ଲ୍ୟୁ ଅଧିକାରୀ (ଅର୍ଥ ନୈତିକ ଅପରାଧ ଶାଖା)ର ଘନଶ୍ୟାମ ଉପାଧ୍ୟାୟ ଉପସ୍ଥିତ ରହିଛନ୍ତି।

Comments are closed.