ଷ୍ଟେସନରୁ ୯୧ଟି କଇଁଛ ଜବତ, ୨ ଚାଲାଣକାରୀ ଗିରଫ

0

ବାଲେଶ୍ବର: ରାଜଘାଟ ରେଲୱେ ଷ୍ଟେସନରୁ ୯୧ ଟି କଇଁଚ ଜବତ ହୋଇଛି। ଏହା ସହ ଦୁଇଜଣ ଚାଲାଣକାରୀଙ୍କୁ ମଧ୍ୟ ପୁଲିସ ଗିରଫ କରିଛି l ଗିରଫମାନେ ହେଲେ ଭୋଗରାଇର ରବୀନ୍ଦ୍ର କୁମାର ପ୍ରଧାନ ଓ ପଶ୍ଚିମବଙ୍ଗ ମେଦେନାପୁରର କାର୍ତ୍ତିକ ପାତ୍ର ବୋଲି ଜଣାପଡିଛି । ରେଲୱେ ପୁଲିସ ସେମାନଙ୍କୁ ଧରି ଚାନ୍ଦିପୁର ରେଞ୍ଜକୁ ହସ୍ତାନ୍ତର କଲା l

Leave A Reply