ବାଲେଶ୍ବର ଜିଲାରୁ ପୁଣି ଜବତ ହେଲା ୮୦ ଲକ୍ଷ ଟଙ୍କାର ଧଳା ଜହର

ବାଲେଶ୍ବର: ବାଲେଶ୍ବର ଜିଲା ଜଳେଶ୍ବରରୁ ଗୁରୁବାର ଲକ୍ଷାଧିକ ଟଙ୍କାର ଧଳା ଜହର ଜବତ ହୋଇଛି । ଆଜି ଏସଟିଏଫର ଏକ ସ୍ୱତନ୍ତ୍ର ଟିମ ଜଳେଶ୍ବରରେ ଚଢ଼ାଉ କରି ୮୦୦ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଜଣକୁ ଗିରଫ କରିଛି। ତେବେ ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ବୋଲି ଜଣାପଡିଛି। ଗିରଫ ଯୁବକଙ୍କ ନାଁ ଏସ.କେ ନାସିନ ବୋଲି ଜଣାପଡ଼ିଛି ।

Comments are closed.