‘ପୃଥ୍ବୀ-୨’ର ସଫଳ ଉତକ୍ଷେପଣ

ବାଲେଶ୍ବର : ବଲେଶ୍ବର ଜିଲା ଚାନ୍ଦିପୁର ଠାରେ ସ୍ବଲ୍ପ ଦୂରଗାମୀ କ୍ଷେପଣସ୍ତ୍ର ‘ପୃଥ୍ବୀ-୨’ର ସଫଳ ଉତକ୍ଷେପଣ ହୋଇଛି।  ଚାନ୍ଦିପୁର ୩ ନମ୍ବର ଲଞ୍ଚପ୍ୟାଡରୁ ରାତି ୭ଟା୪୮ ମିନିଟରେ ଉତକ୍ଷେପଣ କରାଯାଇଥିଲା। ଏହାର ଲକ୍ଷଭେଦ କ୍ଷମତା ୩୫୦ କିଲୋମିଟର ରହିଛି । ଏହା ୫୦୦ରୁ ୧୦୦୦ କେଜି ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି।

Comments are closed.