ନିଶା ମୁକ୍ତି ପାଇଁ  ଶପଥ ନେଲେ ଏସ.ଏସ.ଜି ମହିଳା

ବାଲେଶ୍ବର: ବାଲେଶ୍ବର ଜିଲା ବାହାନଗା ବ୍ଲକରେ ରବିବାର  ଖନ୍ତପଡ଼ା ଏବଂ ଦକ୍ଷିଣ ନରସିଂହପୁରର  ସମସ୍ତ ଏସ.ଏସ.ଜି ଗ୍ରୁପ ପକ୍ଷରୁ  ଆମ ଅଞ୍ଚଳକୁ ନିଶା ମୁକ୍ତ କରିବା ପାଇଁ ଏକ ସାଧରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ନିଜ ସାହି , ଗ୍ରାମ ଏବଂ ଗ୍ରାମପଞ୍ଚାୟତକୁ ନିଶାମୁକ୍ତ କରିବାପାଇଁ  ମହିଳାମାନେ ଶପଥ ନେଇଥିଲେ ।

Comments are closed.