ବାଲେଶ୍ୱର ଉପନିର୍ବାଚନ; ଦ୍ୱିତୀୟ ରାଉଣ୍ଡରେ ବିଜେଡି-ବିଜେପି ମଧ୍ୟରେ କଡା ଟକ୍କର

ବାଲେଶ୍ବର : ବାଲେଶ୍ୱର ଉପନିର୍ବାଚନର ଭୋଟ ଗଣତି ପ୍ରକ୍ରିୟା ଜାରି ରହିଛି। ଦ୍ବିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି-ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି। ଦ୍ୱିତୀୟ ରାଉଣ୍ଡରେ ୪୩୯ ଭୋଟରେ ବିଜେପିଠାରୁ ଆଗୁଆ ରହିଛନ୍ତି ବିଜେଡି ପ୍ରାର୍ଥୀ ସ୍ୱରୂପ । ବିଜେଡି ମୋଟ ୧୦୫୪ ଭୋଟରେ ଆଗୁଆ ରହିଥିବା ସୂଚନା ମିଳିଛି।

Comments are closed.