ବାଲେଶ୍ଵର : ସାଖୀ ଦେବାରୁ ଭୁଜାଲିରେ ହାଣିଲେ

0

ବାଲେଶ୍ଵର : ଗୋବିନ୍ଦପୁର ଭୁଜାଲି ଆକ୍ରମଣ ଘଟଣାରେ ସାଖୀ ଦେବାରୁ ଗ୍ରାମରକ୍ଷୀ ପୁଅକୁ ଗୋଡେଇ ଗୋଡେଇ ଭୁଜାଲି ରେ ହାଣିଲା ଅଭିଯୁକ୍ତ ପପୁର ସହଯୋଗୀ ପ୍ରଫୁଲ ଦାସ।

Leave A Reply