କରୋନାରେ ବାଲେଶ୍ବରର ବରିଷ୍ଠ ଆଇନଜିବୀ ନିରଞ୍ଜନ ପଣ୍ତାଙ୍କ ଦେହାନ୍ତ

ବାଲେଶ୍ଵର : ଆଉ ଜଣେ ଆଇନଜିବୀଙ୍କ ଜୀବନ ନେଇଛି ମହାମାରୀ କରୋନା। କରୋନାରେ ବାଲେଶ୍ବରର ବରିଷ୍ଠ ଆଇନଜିବୀ ନିରଞ୍ଜନ ପଣ୍ତାଙ୍କ ଦେହାନ୍ତ ହୋଇଛି। ଶ୍ରୀ ପଣ୍ଡା ଜିଲା ବାର ସଂଘର ସଭାପତି ଥିଲେ ।

Comments are closed.