ହନୁମାନ ବଳଦେବଜୀଉଙ୍କ ପୀଠରେ ହନୁମାନ ଜୟନ୍ତୀ ଓ ଚାଳିଶା ମହାଯଜ୍ଞ ପାଳିତ

କଟକ : କଟକ ଜିଲା ମାହାଙ୍ଗା ବ୍ଲକର ପ୍ରସିଦ୍ଧ ଶକ୍ତିପୀଠ ଉମର ସ୍ତିତ ରାଜ୍ୟ ପର୍ଯ୍ୟଟନସ୍ଥଳୀ ଉମର ହନୁମାନ ବଳଦେବଜୀଉଙ୍କ ପୀଠରେ ରାମନବମୀ ଅବସରରେ ହନୁମାନ ଜୟନ୍ତୀ ଓ ଚାଳିଶା ମହାଯଜ୍ଞ ପାଳିତ ହୋଇଯାଇଛି। ଏଥିରେ ହଜାର ହଜାର ମହିଳା ଓ ପୁରୁଷ ଶ୍ରଦ୍ଧାଳୁଙ୍କ କଳସଯାତ୍ରା ଦେଖିବାକୁ ମିଳିଛି।

Comments are closed.