ବଜ୍ରକାପ୍ତା ଉଦ୍ଧାର ,୨ ମହିଳାଙ୍କ ସମେତ ୫ ଗିରଫ

0

ରାୟଗଡ଼ା: ନୂଆ ବସଷ୍ଟାଣ୍ଡ ନିକଟରୁ ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ପାଟ୍ରୋଲିଂ ସମୟରେ ବନବିଭାଗ ଓ ପୁଲିସ ଏହି ବଜ୍ରକାପ୍ତାକୁ ଉଦ୍ଧାର କରିଥିଲେ। ଏଥିରେ ସଂପୃକ୍ତ ୨ଜଣ ମହିଳାଙ୍କ ସମେତ ୫ ଜଣକୁ ପୁଲିସ ଗିରଫ କରିଛି। ଗିରଫ ହୋଇଥିବା ୨ଜଣ ମହିଳା ଆନ୍ଧ୍ରପ୍ରଦେଶର ପଲାସା ଅଞ୍ଚଳର  ହୋଇଥିବା ସୂଚନା ମିଳିଛି। ବଜ୍ରକାପ୍ତା ସହ ଏକ କାର ମଧ୍ୟ ଜବତ ହୋଇଛି।

Leave A Reply