ବାଜପେୟୀଙ୍କ ଦଶାହରେ ଲଣ୍ଡାହେଲେ ଶତାଧିକ ଲୋକ

0

ଆରଡି : ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କର ଶନିବାର ଦଶାହ ଅବସରରେ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଆରଡି, ନାନ୍ଦପୁର, ମାଧପୁର, ଓଳଗ, ସୁନ୍ଦରପୁର, ଆଦି ପଞ୍ଜଞ୍ଚାୟତର ଶତାଧିକ ବାଜପେୟୀ ପ୍ରେମୀ ନିକଟସ୍ଥ ବୈତରଣୀ ଓ ସାଳନ୍ଦୀ ନଦୀ ତଟରେ ବ୍ରାହ୍ମଣ ଓ ଭଣ୍ଡାରୀଙ୍କ ଦ୍ୱାରା ଦଶାହ କ୍ରିୟା ପାଳନ କରିବା ସହ ମୁଣ୍ଡନ କାର୍ଯ୍ୟ କରାଇଥିଲେ। ପରେ ନଦୀ ଦ୍ୱରେ ବୁଡ ପକାଇବା ସହିତ ବାଜପେୟୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ସୂର୍ଯ୍ୟଙ୍କୁ ଅର୍ଘ ଅର୍ପଣ କରିଥିଲେ।

Leave A Reply