ବଢୁଛି ବୈତରଣୀ ଜଳସ୍ତର

ଭଦ୍ରକ : ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀର ଜଜସ୍ତର ବଢିବାରେ ଲାଗିଛି। ଭଦ୍ରକ ଜିଲାରେ ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁଁ ସ୍ଥିତି ବେହାଲ ହୋଇଛି। । ବିଭିନ୍ନ ବ୍ଲକର ତଳିଆ ଅଞ୍ଚଳର ଚାଷ ଜମିରେ ବର୍ଷା ପାଣି ଜମି ରହିଛି। ଯାହା ଫଳରେ ଚାଷିମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖାଯାଇଛି।

Comments are closed.