ବୈତରଣୀ ନଦୀକୁ ଧସିଲା ୧୫୦ ଫୁଟର ସୁରକ୍ଷାବନ୍ଧ

0

ଆରଡି: ଭଦ୍ରକ ଜିଲା ଚାନ୍ଦବାଲି ବ୍ଳକ୍ ମୁଆଁ ବ୍ଳକ୍ ନିକଟରେ ବୈତରଣୀ ନଦୀ ମଧ୍ୟକୁ ୧୫୦ ଫୁଟର ସୁରକ୍ଷାବନ୍ଧ ଧସି ପଡିଛି । ଫଳରେ ନଦୀକୂଳରେ ବସବାସ କରୁଥିବା ପରିବାର ମଧ୍ୟରେ ଆତଙ୍କ ଖେଳିଯାଇଛି । ଆତଙ୍କିତ ଅବସ୍ଥାରେ ପ୍ରାୟ ୪୦ଟି ପରିବାର ସବୁ କାମଧନ୍ଦା ଛାଡି ନଦୀକୂଳରେ ଜଗି ରହିଛନ୍ତି । ଯାଜପୁର ଜଳସେଚନ ବିଭାଗ ପକ୍ଷରୁ ଚାଲୁଥିବା କାର୍ଯ୍ୟ ଯୋଗୁଁ ଏହି ଅଘଟଣ ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

Leave A Reply