ମହିମା ମିଶ୍ରଙ୍କ ଜାମିନ ଆବେଦନ ଖାରଜ

କୁଜଙ୍ଗ  : କୁଜଙ୍ଗରେ ବହୁ ଚର୍ଚ୍ଚିତ ପାରାଦ୍ୱୀପ ସିୱଜେ୍‍ର ପରିଚାଳକ ମହେନ୍ଦ୍ର ସ୍ୱାଇଁ ହତ୍ୟାକାଣ୍ଡର ବିଚାର ଚାଲିଛି । ଶୁକ୍ରବାର​‌  କୁଜଙ୍ଗ ଏଡିଜେ ପ୍ରଣବ କୁମାର ରାଉତରାୟ ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି। ମହିମାଙ୍କ ପକ୍ଷରୁ ସୌରଚନ୍ଦ୍ର ମହାପାତ୍ର ମାମଲା ପରିଚାଳନା କରୁଥିବା ବେଳେ ସରକାରଙ୍କ ପକ୍ଷରୁ ଅଶୋକ କୁମାର ପଟ୍ଟନାୟକ ପକ୍ଷ ରଖିଥିଲେ।

Comments are closed.