ଅଜିତ ଯୋଗୀଙ୍କ ବିୟୋଗରେ ବୈଜୟନ୍ତଙ୍କ ଶୋକ

ଭୁବନେଶ୍ଵର : ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ବୈଜୟନ୍ତ ପଣ୍ଡା ଛତିଶଗଡର ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଯୋଗୀଙ୍କ ବିୟୋଗରେ ଛତିଶଗଡ ତଥା ଦେଶ ଜଣେ ଦକ୍ଷ ରାଜନୀତିଜ୍ଞଙ୍କୁ ହରାଇଲା ବୋଲି ନିଜ ଶୋକ ବର୍ତ୍ତାରେ ଜଣାଇବା ସହ ଶୋକ ସନ୍ତପ୍ତ ପରିବାରଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ଓ ଅମର ଆତ୍ମାର ସଦଗତୀ କାମନା କରିଛନ୍ତି।

Comments are closed.