ମଦ ବେପାରୀ ଗିରଫ

0

ବଡ଼ସାହି : ମୟୁରଭଞ୍ଜ ଜିଲା ବଡ଼ସାହି ପୁଲିସ୍‍ ପାଇକପଡା ଗ୍ରାମରେ ବେଆଇନ ଦେଶୀ ମଦ କାରବାର କରୁଥିବା ବେଳେ ଜଣଙ୍କୁ ଗିରଫ କରିଥିବା  ଜଣାପଡିଛି। ଗିରଫ ଜଣଙ୍କ ଭାସ୍କର ନାଏକ(୪୭)। ଗିରଫ କରି ତାଙ୍କ ଠାରୁ ୧୦ଲିଟର ଦେଶୀ ମଦ ଜବତ କରି ଏକ ମାମାଲା ରୁଜୁ କରିଛି।

Leave A Reply