ଷ୍ଟେସନାରୀ ଦୋକାନରୁ ଚୋରି

0

ବଡ଼ସାହି : ସ୍ଥାନୀୟ ବଜାରରେ ଥିବା ବୀର କିଶୋର ବେହେରାଙ୍କ ଷ୍ଟେସନାରୀ ଦୋକାନରୁ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୃତ୍ତ ମାନେ ଦୋକାନ ତାଲା ଭାଙ୍ଗି ୩୦ହଜାର ଟଙ୍କା ଚୋରାଇ ନେଇଛନ୍ତି। ଏ ସମ୍ପର୍କରେ ଦୋକାନ ମାଲିକଙ୍କ ଲିଖିତ ଅଭିଯୋଗକୁ ଭତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ୍‍ ଟିମ୍‍ ଓ ସନ୍ଧାନୀ କୁକୁର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ତେବେ ଖୁବଶୀଘ୍ର ଅଭିଯୁକ୍ତ ଧରାପଡିବେ ବୋଲି ଥାନାଧିକାରୀ ଜୟନାରାୟଣ ଖଣ୍ଡାଇ ପ୍ରକାଶ କରିଛନ୍ତି।

Leave A Reply