ବଡସାହିରେ ମେଧାବୃତ୍ତି/ଭାଷାବୃତ୍ତି ପ୍ରଦାନ

0

ବଡସାହି : ବଡସାହି ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ମୁଖ୍ୟମନ୍ତ୍ରୀ ମେଧାବୃତ୍ତି/ଭାଷାବୃତ୍ତି ରାଶି ଓ ଲାପଟପ ବଣ୍ଟନ କରାଯାଇଛି। ବ୍ଲକର ଶ୍ରେଷ୍ଠ ୩ଟି ହାଇସ୍କୁଲ ପୁରସ୍କୃତ ହୋଇଛନ୍ତି। ବିଡିଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଇଓ ଦେବବ୍ରତ ବାରିକ, ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ସିଂ, ବିଭିନ୍ନ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Leave A Reply