ବୁଲା କୁକୁର ମୁହଁରେ ମୃତ ନବଜାତ ଶିଶୁକନ୍ୟା

0

କନ୍ଧମାଳ: ଏକ ନବଜାତ ଶିଶୁକନ୍ୟାର ମୃତଦେହ କୁକୁରମାନେ ଟାଣି ଟାଣି ଖାଉଥିବାର ଦେଖିବାକୁ ମିଳିଛି । ଏଭଳି ଏକ ଅଭାବନୀୟ ଘଟଣା ଫୁଲବାଣୀ ମେଡିକାଲ ଛକ ନିକଟ ମୁଣ୍ଡିଅସାହିରେ ଘଟିଛି । ଏହି ଘଟଣା ସ୍ଥାନୀୟଲୋକ ଦେଖିଲା ପରେ ପୁଲିସ ଖବର ଦେଇଥିଲେ । ପରେ ଘଟଣାସ୍ଥଳରେ ଟାଉନ ଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି  ।

Leave A Reply