ସେବାଶ୍ରମ ସ୍କୁଲରେ ୩୭ ଅନ୍ତେବାସୀ ଅସୁସ୍ଥ

0

ବାଲେଶ୍ବର: ବାଲେଶ୍ବର ଜିଲା ସଦର ବ୍ଲକ ନିଧିପଡା ସେବାଶ୍ରମ ସ୍କୁଲର ୩୭ଜଣ ଅନ୍ତେବାସୀ ଅସୁସ୍ଥ ହୋଇଥିବା ଜଣାପଡିଛି। ଗତକାଲି ରାତିରେ ଖାଦ୍ୟ ଖାଇସାରିବା ପରେ ପିଲାମାନେ ଅସୁସ୍ଥ ହୋଇପଡିଥିଲେ। ଅସୁସ୍ଥ ପିଲାଙ୍କୁ ବାଲେଶ୍ବର ଜିଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave A Reply