କର୍ଣ୍ଣାଟକର କଂଗ୍ରେସ ବିଧାୟକ ନାରାୟଣ ରାଓଙ୍କ କରୋନାରେ ଦେହାନ୍ତ

କର୍ଣ୍ଣାଟକ : କର୍ଣ୍ଣାଟକ ବସବକଲ୍ୟାଣ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ନାରାୟଣ ରାଓଙ୍କ ଗୁରୁବାର ଅପରାହ୍ନ ୩ଟା ୫୫ ମିନିଟରେ କରୋନାରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା। କରୋନାରେ ଆକ୍ରାନ୍ତ ହେବା ପରେ ନାରାୟଣ ରାଓଙ୍କୁ ସେପ୍ଟେମ୍ବର ୧ରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Comments
Loading...