MEllora 950×100

ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ

ତେଲକୋଇ: ସମାକୋଇ ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ । ଏଭଳି ଘଟଣା ଦେଖିବାକୁ ମିଳିଛି ତେଲକୋଇ ଥାନା ଅନ୍ତର୍ଗତ ସମାକୋଇ ନଦୀର ଖେଞ୍ଚବଣିଆ ଘାଟରେ । ସୂଚନା ଅନୁଯାୟୀ ଆଜି ସକାଳୁ ତେଲକୋଇ ଭୂୟାଁ ସାହିର କିଛି…
Read More...

ଶିକ୍ଷକଙ୍କ ପାଇଁ ଗୃହ ଅଚଳ; ସର୍ବଦଳୀୟ ବୈଠକ ଡକାଇଲେ ବାଚସ୍ପତି

ଭୁବନେଶ୍ୱର: ଶୁଣୁନାହାନ୍ତି ସରକାର, ଜିଦରେ ଶିକ୍ଷକ । ଶିକ୍ଷକଙ୍କ ପାଇଁ ଆଜି ବି ବିଧାନସଭା ଅଚଳ ହୋଇଛି । ପ୍ରଶ୍ନକାଳ ଆରମ୍ଭରୁ ଗୃହକାର୍ଯ୍ୟ ସ୍ବାଭାବିକ ଭାବେ ଚାଲିଥିଲା । ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ…
Read More...

ଅର୍ଚ୍ଚନାଙ୍କ ଜାମିନ୍‌ ଖାରଜ

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଭୁବନେଶ୍ୱର ଜେଏମଏଫସି-୩ରେ ଜାମିନ୍‌ ଆବେଦନ ଖାରଜ ହୋଇଛି । ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ୩ କୋଟି ଟଙ୍କା ବ୍ଲାକମେଲିଂ ମାମଲାରେ ଜାମିନ…
Read More...

ବଢ଼ିଲା ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଅବଧି

ଭୁବନେଶ୍ୱର: ପୁଣି ବଢ଼ିଲା ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଅବଧି । ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି । ୧, ୨, ୩, ୪ ନମ୍ବର ପାଇଁ ସମୟସୀମା ଆଉ ମାସେ ବୃଦ୍ଧି କରାଯାଇଛି । ଡିସେମ୍ବର ୩୧…
Read More...

ଦିନ ଗୋଟାଏ ମୁଖ୍ୟ ଖବର

(୧) ଶୁଣୁନାହାନ୍ତି ସରକାର… ଜିଦରେ ଶିକ୍ଷକ… ଗୁରୁଙ୍କ ପାଇଁ ଚାଲିପାରୁନି ଗୃହ… ବିଧାନସଭାର ଷଷ୍ଠ ଦିନରେ ପୁଣି ଉଠିଲା ଶିକ୍ଷକ ପ୍ରସଙ୍ଗ… ପୋଡ଼ିୟମ ତଳେ ଧାରଣା ଦେଲେ ବିରୋଧୀ… ସିପିଏମ୍‌ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଓ…
Read More...

ସମ୍ବଲପୁର କଚେରି ଛକରେ ପୁଲିସ ଓକିଲ ମୁହାଁମୁହିଁ

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଓକିଲ ଓ ପୁଲିସ ମୁହାଁମୁହିଁ  ହୋଇଛନ୍ତି । ଫଳରେ ଘଣ୍ଟାଏରୁ ଊର୍ଦ୍ଧ୍ବ ସମୟ ଧରି ବିଚାରପତିମାନେ ରାସ୍ତା ଉପରେ ଠିଆ ରହିଥିଲେ । ବିଚାରପତି…
Read More...

୩୦ଦିନରେ ଖରଭୂଇଁ କ୍ରସର ବିରୋଧୀ ଆନ୍ଦୋଳନ

ହରଭଙ୍ଗା: ହରଭଙ୍ଗା ତହସିଲ ଅନ୍ତର୍ଗତ ଖରଭୂଇଁ ଠାରେ ଚାଲିଥିବା କ୍ରସର ବିରୋଧୀ ଆନ୍ଦୋଳନ ବୁଧବାର ୩୦ ଦିନରେ ପହଞ୍ଚିଛି । ତଥାପି ସମାଧାନର କୌଣସି ଖିଅ ବାହାରିପାରିନି । ଅନ୍ୟପଟେ ମଙ୍ଗଳବାର କ୍ରସର ଓ କୁଆଁରୀ ରାସ୍ତାରେ…
Read More...

ଇଡିରେ ହାଜର ହେଲେ ଅଭିଳାଷ ପ୍ରିୟଦର୍ଶୀ

ଭୁବନେଶ୍ୱର: ଇଡିରେ ହାଜର ହେଲେ ଅଭିଳାଷ ପ୍ରିୟଦର୍ଶୀ । ଖଗେଶ୍ୱରର ସହଯୋଗୀ ଅଭିଳାଷ ପ୍ରିୟଦର୍ଶୀ ଇଡିରେ ହାଜର ହୋଇଛନ୍ତି । ଅଭିଳାଷ ଓରଫ ଚନ୍ଦନଙ୍କୁ ଇଡି କାର୍ଯ୍ୟାଳୟରେ ହାଜର ହେବାନେଇ ପ୍ରବର୍ତ୍ତନ ନିର୍ଦେଶାଳୟ…
Read More...

ଗୃହକାର୍ଯ୍ୟ ସ୍ବାଭାବିକ, ଚାଲିଛି ପ୍ରଶ୍ନକାଳ

ଭୁବନେଶ୍ୱର: ଆଜି ବିଧାନସଭା ଶୀତ ଅଧିବେଶନର ଷଷ୍ଠ ଦିନ । ଗୃହକାର୍ଯ୍ୟ ସ୍ବାଭାବିକ ଭାବେ ଚାଲିଛି । ବିଧାନସଭାର ପ୍ରଶ୍ନକାଳରେ ବିଧାୟକ ମାନଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ । ସ୍କୁଲରେ ଶିକ୍ଷକଙ୍କ…
Read More...

ଡଳଙ୍ଗପାଣିରେ ୨୪ ଟିକିଆ ହାତୀପଲଙ୍କ ଉପଦ୍ରବ, ବ୍ୟାପକ ଧାନ ଫସଲ ନଷ୍ଟ 

ପାଟଣା: ଘଟଗାଁ ବ୍ଲକ ଢେଙ୍କିକୋଟ ବନ କ୍ଷେତ୍ର ଅନ୍ତର୍ଗତ ମୁକ୍ତାପୁର ପଞ୍ଚାୟତର ଡଳଙ୍ଗପାଣି ଗ୍ରାମରେ ଗତକାଲି ସନ୍ଧ୍ୟାରେ ୨୪ ଟିକିଆ ହାତୀପଲ ଦେଖାଯାଇଛି । ଏହି ହାତୀ ପଲ ଆଜି ସକାଳୁ ଡଳଙ୍ଗପାଣି ଗ୍ରାମରେ ଧାନ ଫସଲ…
Read More...

ଅବକାରୀ ବିଭାଗର ଚଢାଉ; ଚୋରା ମଦ ସହ ୩ ଗିରଫ

ପାଟଣା: କେନ୍ଦୁଝର ଜିଲ୍ଲା ଅବକାରୀ ଅଧିକ୍ଷକ ନାରାୟଣ ମେହେରଙ୍କ ନିର୍ଦ୍ଦେଶ କ୍ରମେ ପାଟଣା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ଥାନା ଅଞ୍ଚଳର ସିଲିଦା ଗ୍ରାମରୁ ଚଢାଉ କରାଯାଇ ୧୫ ଲିଟର ଚୋରା ମହୁଲି ମଦ ଓ ୬ଲିଟର ୩ ଶହ…
Read More...

ମିଳିଲା ପ୍ରତିଶ୍ରୁତି, ହେଲେ ପୂରଣ ହେଲାନି ନିର୍ମାଣ କାର୍ଯ୍ୟ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଆଦର୍ଶ ଶ୍ମଶାନ ଘାଟର  ଶିଳାନ୍ୟାସ ସମୟରେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ବସ୍ତି ବାସିନ୍ଦାଙ୍କ ଦାବିକୁ ଦୃଷ୍ଟିରେ ରଖି ଦମଦମା ଗାଧୁଆ ଘାଟ ଓ ରାସ୍ତାର ଉନ୍ନତି କରଣ ପାଇଁ ଏହା ଉପରେ…
Read More...

ନିଶା ନିବାରଣକୁ ବ୍ୟାପକ କରିବାକୁ ସର୍ବୋଦୟ ମଣ୍ଡଳର ଆହ୍ବାନ

ବୌଦ୍ଧ: ଉତ୍କଳ ସର୍ବୋଦୟ ମଣ୍ଡଳର ଏକ ବୈଠକ କେଦାର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି  । ଉକ୍ତ ବୈଠକରେ ଗାନ୍ଧିଜୀଙ୍କ ଆଦର୍ଶ ଓ ନିଶା ସଚେତନତା ଉପରେ ବକ୍ତା ମାନେ ଆଲୋକପାତ…
Read More...

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ଏଡସ ସଚେତନତା କାର୍ଯ୍ୟକ୍ରମ

ବୌଦ୍ଧ: ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପରିସରରେ ଯୁବ ରେଡକ୍ରସ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ସହ ଯୋଗରେ ଏକ ଏଡସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ…
Read More...

ସସକାପଦର ଡବଲ ମର୍ଡର ଘଟଣା; ୬ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ

ବୌଦ୍ଧ: ବୌଦ୍ଧ ଜିଲା ଦୌରାଜଜ ବିକ୍ରମ କୁମାର ପ୍ରଧାନ ଏକ ଡବଲ ମର୍ଡର ମାମଲାର ବିଚାର କରି ଛଅ ଜଣ ଅଭିଯୁକ୍ତ୍‌ଙ୍କୁ ଆଜୀବନ କାରାଦଣ୍ଡାଦେଶ ଆଦେଶ ଦେବା ସହ ୧୦ ହଜାର ଟଙ୍କା ଲେଖାଏଁ ଜୋରିମାନା ଆଦେଶ ପ୍ରଦାନ କରିଛନ୍ତି ।…
Read More...

ସଚିବାଳୟ ସହକାରୀ ବିଭାଗୀୟ ଅଧିକାରୀମାନଙ୍କ ବୌଦ୍ଧଜିଲା କ୍ଷେତ୍ର ପରିଦର୍ଶନ

ବୌଦ୍ଧ: ସଚିବାଳୟରେ ନବନିଯୁକ୍ତି ପାଇଥିବା ୩୧ ଜଣ ସହକାରୀ ବିଭାଗୀୟ ଅଧିକାରୀମାନେ ଦିନିକିଆ ବୌଦ୍ଧଜିଲା ଗସ୍ତରେ ଆସି ପ୍ରଶାସନିକ କାର୍ଯ୍ୟକ୍ରମ ସଂପର୍କରେ ଜ୍ଞାନ ଆହରଣ କରିଛନ୍ତି । ଜିଲାପାଳଙ୍କ କାର୍ଯ୍ୟାଳୟ…
Read More...

ନବ ଉଲ୍ଳାସ କାର୍ଯ୍ୟକ୍ରମ ଅନୁଷ୍ଠିତ

ଫୁଲବାଣୀ: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜ୍ୟ ନବୋଦୟ ପୂରତନ ଛାତ୍ର ସଂଗଠନର ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟର ୩୨ଟି ନବୋଦୟ ବିଦ୍ୟାଳୟର ପୂରାତନ…
Read More...

ବୌଦ୍ଧ ଜିଲ୍ଲାରେ ନବ ନିର୍ମାଣ କୃଷକ ସଂଗଠନର କୃଷକମାନଙ୍କୁ ପ୍ରେଷ୍ଟିଜ, ପ୍ରାଇସ, ପେନସନ ଆବଶ୍ୟକ 

ବୌଦ୍ଧ: ଭାରତରେ କୃଷକମାନଙ୍କ ଉନ୍ନତି କଲେ ହିଁ ରାଷ୍ଟ୍ରର ବିକାଶ ହୋଇପାରିବ । ଗତକାଲି ନବ ନିର୍ମାଣ କୃଷକ ସଂଗଠନର ମୁଖ୍ୟ ଅକ୍ଷୟ କୁମାର ସାହୁ ବୌଦ୍ଧ ଜିଲ୍ଲା ଗସ୍ତରେ ଆସି କୃଷକ ସଂଗଠକ ମାନଙ୍କ ସହିତ ଆଲୋଚନା କରିଥିଲେ…
Read More...

ସକାଳ @୯ ମୁଖ୍ୟ ଖବର

(୧) ଆଜିଠୁ ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୨୨ ଆରମ୍ଭ… କନକ୍ଲେଭରେ ଭାଗ ନେବେ ୧୧,୬୦୦ରୁ ଅଧିକ ସଂସ୍ଥା… ସ୍ୱାବଲମ୍ବୀ ହୋଇପାରିବେ ଓଡ଼ିଶାର ଯୁବପିଢ଼ି… ଆୟୋଜିତ କନକ୍ଲେଭରେ ହୋଇଛି ୩୮ଟି କାର୍ଯ୍ୟକ୍ରମ ନିର୍ଦ୍ଧାରଣ……
Read More...

କଦଳୀ ଚୋପା ବ୍ୟବସାୟ

ଆମ ଦେଶୀ ବଜାରରେ କଦଳୀର ଆଦର ସବୁବେଳେ ରହିଛି। ବର୍ଷକ ୧୨ମାସ ଫଳଟି ବିକ୍ରି ହୁଏ। କଦଳୀ ପରି ଏହାର ଚୋପାର ମଧ୍ୟ କରାମତି କିଛି କମ୍ ନୁହେଁ। କେରଳ, ତାମିଲନାଡ଼ୁ, ଛତିଶଗଡ଼ ଆଦି ରାଜ୍ୟରେ କଦଳୀ ଚୋପାର ବ୍ୟବସାୟ ମଧ୍ୟ…
Read More...

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ଆନ୍ଦୋଳନରୁ ପଛଘୁଞ୍ଚା ଦେବ ନାହିଁ ଜିଲା ଓକିଲ ସଂଘ

ସମ୍ବଲପୁର: ସୁପ୍ରିମକୋର୍ଟରେ ନିଜର ପକ୍ଷ ରଖିବା ପରେ ମଙ୍ଗଳବାର ସନ୍ଧ୍ୟାରେ ସମ୍ବଲପୁର ପହଞ୍ଚିବା ପରେ ଜିଲା ଓକିଲ ସଂଘର ସଭାପତିଙ୍କ ସମେତ ପ୍ରତିନିଧି ମଣ୍ଡଳକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ପଶ୍ଚିମ…
Read More...

ଲାଞ୍ଚ ନେଉଥିଲେ ବଡ଼ଚଣା ଅତିରିକ୍ତ ଶିକ୍ଷା ଅଧିକାରୀ; ମାଡ଼ିବସିଲା ଭିଜିଲାନ୍ସ

ଯାଜପୁର: ଭିଜିଲାନ୍ସ ଜାଲରେ ଆଉଜଣେ ସରକାରୀ ବାବୁ ।  ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକର ଅତିରିକ୍ତ ଶିକ୍ଷା ଅଧିକାରୀ ଅମିୟ ଦାଶ ଭିଜିଲାନ୍ସ ଜାଲରେ ଫସିଛନ୍ତି । ଜଣେ ଶିକ୍ଷକଙ୍କ ନିକଟରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା…
Read More...

ଧୀରେ ଧୀରେ ଖୋଲୁଛି ସତ; ପ୍ରମୋଦ କରୁଥିଲେ ଅର୍ଚ୍ଚନାଙ୍କୁ ବ୍ଲାକମେଲିଂ !

ଭୁବନେଶ୍ୱର: ଅର୍ଚ୍ଚନା ନାଗ ମାମଲାରେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ତଥ୍ୟ । ପୂର୍ବରୁ ଚଳଚ୍ଚିତ୍ର ପ୍ରଯୋଜକ ପ୍ରମୋଦ ସ୍ୱାଇଁଙ୍କ ନାଁରେ ଅର୍ଚ୍ଚନା ଏତଲା ଦେଇଥିବା ଜଣାପଡ଼ିଛି । ଶାରୀରିକ ଓ ମାନସିକ ନିର୍ଯାତନା…
Read More...

ଦିନ ଗୋଟାଏ ମୁଖ୍ୟ ଖବର

(୧) ଗୃହରେ ଥମୁନି ଗୁରୁ ତାତି… ଶିକ୍ଷକଙ୍କ ପାଇଁ ପୁଣି ମୁଲତବି ହେଲା ବିଧାନସଭା… ଅପରାହ୍ଣ ୪ଟା ଯାଏଁ ଗୃହକୁ ମୁଲତବି ରଖିଲେ ବାଚସ୍ପତି… ସର୍ବଦଳୀୟ ବୈଠକ ପରେ ସ୍ୱାଭାବିକ ଭାବେ ଚାଲିଥିଲା ଗୃହ କାର୍ଯ୍ୟ… ବିରୋଧୀଙ୍କ…
Read More...

ଜାଡ଼ରେ ଥରୁଛି ଓଡ଼ିଶା; ସେମିଳିଗୁଡ଼ା ସବୁଠାରୁ ଥଣ୍ଡା

ଭୁବନେଶ୍ୱର: ଜାଡ଼ରେ ଥରୁଛି ଓଡ଼ିଶା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଶୀତ ଅନୂଭୂତ ହେଲାଣି । ରାତିର ତାପମାତ୍ରା ଖସୁଥିବା ବେଳେ ଧୀରେ ଧୀରେ ଶୀତ ବଢ଼ିବାରେ ଲାଗିଛି । କୋରାପୁଟର ସେମିଳିଗୁଡ଼ା ସବୁଠାରୁ ଥଣ୍ଡା…
Read More...

ଆଜି ସଂଧ୍ୟା ସାଢ଼େ ୭ଟାରେ କ୍ୟାବିନେଟ ବୈଠକ

ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିବା ନେଇ ସୂଚନା ମିଳିଛି । ସଂଧ୍ୟା ସାଢ଼େ ୭ଟାରେ ଏହି ବୈଠକ ବସିବାକୁ…
Read More...

ଇଡି କାର୍ଯ୍ୟାଳୟରେ ପ୍ରଯୋଜକ ପ୍ରମୋଦ ସ୍ୱାଇଁ

ଭୁବନେଶ୍ୱର: ଅର୍ଚ୍ଚନା ନାଗ ମାମଲାରେ ଦିନକୁ ଦିନ ନୂଆ ମୁହଁ ସାମ୍ନାକୁ ଆସିବାରେ ଲାଗିଛି । ଆଜି ଇଡି କାର୍ଯ୍ୟାଳୟରେ ଚଳଚ୍ଚିତ୍ର ପ୍ରଯୋଜକ ପ୍ରମୋଦ ସ୍ୱାଇଁ ହାଜର ହୋଇଛନ୍ତି । ପ୍ରବର୍ତ୍ତନ ନିର୍ଦେଶାଳୟର ସମନ ପରେ…
Read More...

ଗୁରୁଙ୍କ ପାଇଁ ଚାଲିପାରିଲାନି ଗୃହ; ସାଢ଼େ ୧୧ଟା ଯାଏଁ ବିଧାନସଭା ମୁଲତବି

ଭୁବନେଶ୍ୱର: ବିଧାନସଭା ଆରମ୍ଭରୁ ଗୃହକୁ ମୁଲବତି ରଖିଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ । କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ ଯୋଗୁଁ ଦିନ ସାଢ଼େ ୧୧ଟା ଯାଏଁ ମୁଲତବି ରହିଲା ଗୃହ । ଶିକ୍ଷକଙ୍କ ଆନ୍ଦୋଳନ ପ୍ରସଙ୍ଗକୁ ନେଇ…
Read More...

ଦୁର୍ଘଟଣାରେ ୩ ସାମ୍ବାଦିକଙ୍କ ମୃତ୍ୟୁ; ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାରେ ବଡ଼ ଧରଣର ସଡ଼କ ଦୁର୍ଘଟଣା ହୋଇଛି । ସଲାମତପୁର ଥାନା ଅନ୍ତର୍ଗତ ଲମ୍ବାଖେଡା ଠାରେ ଏହି ଦୁର୍ଘଟଣା ଘଟିଥିବା ବେଳେ, ଏଥିରେ ପ୍ରେସ କ୍ଲବ ସଭାପତିଙ୍କ ସମେତ ତିନିଜଣ…
Read More...

ଯୁବକଙ୍କୁ ପଥରରେ ଛେଚି ନିର୍ମମ ହତ୍ୟା ଅଭିଯୋଗ

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମାଝୀଗୁଡା ପଞ୍ଚାୟତ ମହୁଳମୁଣ୍ଡା ଗ୍ରାମ ନିକଟରେ ଥିବା ଏକ ଧାନ ଖଳାରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ପଥରରେ ଛେଚି ହତ୍ୟା କରାଯାଇ ଥିବା ନେଇ ସୂଚନା ମିଳିଛି ।…
Read More...

ସକାଳ @୯ ମୁଖ୍ୟ ଖବର

(୧) ପଦ୍ମପୁର ପାଇଁ ଚାଲିଛି ଅଙ୍କକଷା… ଘନଘନ ପ୍ରଚାର କରୁଛନ୍ତି ହେଭିୱେଟ୍‌… ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ… ୩ଦିନ ଯାଏଁ ବିଭିନ୍ନ ସ୍ଥାନରେ କରିବେ ସଭା ସହ ରାଲି… ବିଜେଡି ଓ…
Read More...

ସର୍ବିୟା-କାମେରୁନ୍ ମୁକାବିଲା ୩-୩ ଡ୍ର

ଅଲ୍‌ ୱାକ୍‌ରା: ଚଳିତ ଫୁଟ୍‌ବଲ ବିଶ୍ବକପ୍‌ରେ ସବୁଠାରୁ ରୋମାଞ୍ଚକର ତଥା ସଂଘର୍ଷପୂର୍ଣ୍ଣ ମୁକାବିଲା ସୋମବାର ଦେଖିବାକୁ ମିଳିଛି । ସର୍ବିୟା ଓ କାମେରୁନ୍‌ ମଧ୍ୟରେ ଗ୍ରୁପ୍‌ ‘ଜି’ର ଏହି ମ୍ୟାଚ୍‌ ୩-୩ ଗୋଲ୍‌ରେ ଡ୍ର…
Read More...

ଦକ୍ଷିଣ କୋରିଆକୁ ୩-୨‌ରେ ହରାଇଲା ଘାନା

ଅଲ୍‌ ରାୟାନ୍‌: ଚଳିତ ଫିଫା ଫୁଟ୍‌ବଲ ବିଶ୍ବକପ୍‌ରେ ସୋମବାର ପ୍ରଥମ ମ୍ୟାଚ୍‌ ପରି ୨ୟ ମ୍ୟାଚ୍‌ରେ ମଧ୍ୟ ରୋଚକ ମୁକାବିଲା ଦେଖିବାକୁ ମିଳିଛି। ଗ୍ରୁପ୍‌ ‘ଏଚ୍‌’ ମ୍ୟାଚ୍‌ରେ ଦକ୍ଷିଣ କୋରିଆକୁ ୩-୨ ଗୋଲ୍‌ରେ ଘାନା…
Read More...

କର୍କଟ ଆଶଙ୍କା ବଢ଼ାଉଛି ନନ୍‌ଷ୍ଟିକ୍ ବାସନ

ନନ୍‌ଷ୍ଟିକ୍‌ ବାସନରେ ରନ୍ଧାରନ୍ଧି କରିବାକୁ ଆଜିକାଲି ପ୍ରାୟ ସମସ୍ତେ ପସନ୍ଦ କରୁଛନ୍ତି। ଏହି ପାତ୍ରରେ ରାନ୍ଧିବାବେଳେ କମ୍ ତେଲ ଲାଗେ, ତା’ ସାଙ୍ଗକୁ ସଫା କରିବାକୁ ମଧ୍ୟ ଏତେଟା କଷ୍ଟ କରିବାକୁ ପଡ଼େନି। ଆଖିକୁ…
Read More...

ମଧୁମେହ ରୋଗ ବିଶେଷ ଚା’

ମଧୁମେହ ରୋଗୀଙ୍କୁ ଚା’ କିମ୍ବା ଅନ୍ୟାନ୍ୟ ପାନୀୟରେ ଚିନି ପକାଇବାକୁ ବାରଣ କରାଯାଏ। ଚା’ ଟିକିଏ ମିଠା ନ ଲାଗିଲେ ସ୍ବାଦ ପୂରା ଫିକା ଲାଗେ। ବିଶେଷଜ୍ଞ ଦଳ ଅନୁସନ୍ଧାନ କରି ଜଣାଇଛନ୍ତି ମଧୁମେହ ରୋଗୀ ଏଇ କେତେ ପ୍ରକାର…
Read More...

ପାଚକ ପାଚିକା ମହାସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବୌଦ୍ଧ: ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘ ବୌଦ୍ଧ ଜିଲା ପକ୍ଷରୁ ସଂଘର ୯ ଦଫା ଦାବି ପୂରଣ ନେଇ ସୋମବାର ଦିନ  ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଏକ ଦାବିପତ୍ର…
Read More...

ଲକଡପାଜୁ ଜଙ୍ଗଲରେ ଡିନାମାଇଟ ବିସ୍ଫୋରଣ

ବୌଦ୍ଧ: କିଛିବର୍ଷର ବ୍ୟବଧାନ ପରେ ବୌଦ୍ଧଜିଲାରେ ପୁଣିଥରେ ମାଓବାଦୀଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଗତ ରବିବାର ଦିନ ବୌଦ୍ଧ ବନଖଣ୍ଡ ଓ ପୋଲିସ ବିଭାଗର କର୍ମଚାରୀ ଓ ଶ୍ରମିକଙ୍କୁ ମିଶାଇ ପ୍ରାୟ ୫୦ ଜଣ ଗଂଜେଇ ଚାଷ…
Read More...

ରାସ୍ତା ନିର୍ମାଣରେ ଠିକା ସଂସ୍ଥାର ମନମାନି; ସରିଲାନି ରାସ୍ତାକାମ

ପାଟଣା: ନିର୍ମାଣ କରିନଥିଲା ଗାୟତ୍ରୀ କି ଏ ଆର.ଏସ୍.ଏସ୍ ମଧ୍ୟ ଆଜି ପର୍ଯ୍ୟନ୍ତ କରିପାରିଲାନାହିଁ । ଢେଙ୍କିକୋଟ ଠାରୁ ୨୦ ନଂ ଜାତୀୟ ରାଜପଥରୁ ଢେଙ୍କିକୋଟ- କରଞ୍ଜିଆ ଭାୟା ପାଟଣା ୨୨୦ ନଂ ଜାତୀୟ ରାଜପଥର ଆରମ୍ଭ ୨୨୦ନଂ…
Read More...

ଖୁଦପୁଟୁଳି ଗାଁରେ ହାତୀ ଉପଦ୍ରବ; ବ୍ୟାପକ ଧାନଫସଲ ନଷ୍ଟ 

ପାଟଣା; କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳରେ ଥମିବାରେ ନାଁ ଧରୁନାହିଁ ହାତୀ ଉପଦ୍ରବ । ଗତ ଦୁଇ ସପ୍ତାହ ଧରି ଡେରା ପକାଇଥିବା ୨୪ ଟିକିଆ ହାତୀପଲ ବିଭିନ୍ନ ଚାଷ ଜମିରେ ପଶି ବ୍ୟାପକ ପରିମାଣର ଧାନ ଫସଲ ନଷ୍ଟ କରିଛନ୍ତି…
Read More...

ଧମାଲ କଲା ଫୁଲବାଣୀର ଲୋକ ନୃତ୍ୟ

ଫୁଲବାଣୀ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ମିନି ଷ୍ଟାଡିୟମ ଠାରେ ଚଳିତ ବର୍ଷ ଦୀର୍ଘ ୬ଦିନ ଧରି ଅନୁଷ୍ଠିତ ହୋଇଆସୁଥିବା ଦ୍ଵିତୀୟ ମା'  ଭୈରବୀ  ମହୋତ୍ସବ ରବିବାର ଦିନ ଉଦଯାପିତ  ହୋଇଯାଇଛି । ମହୋତ୍ସବ…
Read More...

ଆସନ୍ତାକାଲି ପଦ୍ମପୁର ବନ୍ଦ ଡାକରା

ଭୁବନେଶ୍ୱର: ଆସନ୍ତାକାଲି ବନ୍ଦ ରହିବ ପଦ୍ମପୁର । ପଦ୍ମପୁର ବଣିକ ସଂଘ ପକ୍ଷରୁ ୧୨ ଘଣ୍ଟିଆ ପଦ୍ମପୁର ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏଁ ଦୋକାନ ବଜାର ବନ୍ଦ ରହିବା ନେଇ କୁହାଯାଇଛି । ଉଦ୍ଦେଶ୍ୟ…
Read More...

ମଧୁସ୍ମୃତି ସୁରକ୍ଷା ମଞ୍ଚର ନିତ୍ୟ ପୂଜ୍ୟପୂଜାର ୮୫ ଦିନ ପୂର୍ତ୍ତି

କଟକ: ଖାଲି ଜୀବିତ ଅବସ୍ଥାରେ ନୁହେଁ, ମୃତ୍ୟୁ ପରେ ବି ଅବହେଳିତ ଅବସ୍ଥାରେ ରହିଛନ୍ତି ଉତ୍କଳ ଗୌରବ ମଧୁସୂଦନ ଦାସ । ନବ ଉତ୍କଳ ନିର୍ମାଣରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲେ ମଧ୍ୟ ଏ ଜାତି ଆଜି ବି ତାଙ୍କ ମହତ୍ତ୍ୱକୁ…
Read More...

ବିକାଶ ମଞ୍ଚ ପକ୍ଷରୁ ରେଡିୟମଯୁକ୍ତ ଶୀତବସ୍ତ୍ର ବଣ୍ଟନ

ଆଠଗଡ: ଆଠଗଡ ଅଞ୍ଚଳର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଆଠଗଡ ବିକାଶମଞ୍ଚ ପକ୍ଷରୁ ସୋମବାର ସହରର ବଡପୋଖରୀ ନିକଟବର୍ତ୍ତୀ ଦଳିତ ସାହିର ସଫେଇ କର୍ମଚାରୀଙ୍କୁ ରେଡିୟମଯୁକ୍ତ ଶୀତବସ୍ତ୍ର ବଣ୍ଟନ କରାଯାଇଛି । ବିକାଶ…
Read More...

ଇନରହ୍ୱିଲ କ୍ଲବ ପକ୍ଷରୁ ଅଙ୍ଗଦାନ ସଚେତନତା

ଆଠଗଡ: ଆଠଗଡ ଇନରହ୍ୱିଲ କ୍ଲବ ଆନୁକୁଲ୍ୟରେ ରବିବାର ଅଙ୍ଗଦାନ ଅଭିଯାନ ଲାଗି ଏକ ସଚେତନତା ଶୋଭାଯାତ୍ରା କରାଯାଇ ଲୋକମାନଙ୍କୁ କ୍ଲବର ସଦସ୍ୟା ଅଙ୍ଗଦାନର ଆବଶ୍ୟକତା ଓ ଉପକାର ସଂପର୍କରେ ବୁଝାଇଥିଲେ । କ୍ଲବର ସଭାପତି…
Read More...

ବିଦ୍ୟାଳୟ ପାଚେରୀ ଭାଙ୍ଗିବା ତିନିମାସ ବିତିଲା

ଆଠଗଡ: ଆଠଗଡ ସହରର ବୀରକିଶୋରପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ଟି ୬୫ନଂ ରାଜ୍ୟ ରାଜପଥ କଡରେ ରହିଥିବା ବେଳେ ଏହି ବିଦ୍ୟାଳୟର ସମ୍ମୁଖ ପ୍ରାଚୀରଟି ଗତ ପ୍ରାୟ ୩ମାସ ହେଲାଣି ସଂପୂର୍ଣ୍ଣ ଭାଙ୍ଗିପଡିଛି । ବିଦ୍ୟାଳୟରେ…
Read More...

ମୁକ୍ତିକାନ୍ତଙ୍କ ଅଭିନବ ପଦଯାତ୍ରା

ସମ୍ବଲପୁର: ସୁନ୍ଦରଗଡ ଜିଲା ଅର୍ନ୍ତଗତ ରାଉରକେଲା ନିବାସୀ ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରି ନଥିବାରୁ ପ୍ରତିବାଦରେ ‘ଶ୍ରବଣ କୁମାର’ ଢ଼ଙ୍ଗରେ ପଦଯାତ୍ରାରେ ବାହାରିଛନ୍ତି ।…
Read More...

ସଫେଇ କର୍ମଚାରୀଙ୍କୁ ଶୀତବସ୍ତ୍ର ବଣ୍ଟନ

ଚୌଦ୍ୱାର: ଡାଳିଯୋଡ଼ା ସାହିତ୍ୟ ସଂସଦ ତରଫରୁ ଚୌଦ୍ୱାର ପୌରପାଳିକାର ସଫେଇ କର୍ମଚାରୀ ମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି  । ପୌର ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ସଫେଇ…
Read More...

ଜଙ୍ଗଲରୁ ମଣିଷ କଙ୍କାଳ ଜବତ

ଫୁଲବାଣୀ: ଖଜୁରୀପଡା ଥାନା ଅନ୍ତର୍ଗତ ଦୁତିମେଣ୍ଡି ଗ୍ରାମପଞ୍ଚାୟତ ଟକଲି ସ୍ଥିତ ସମ୍ବରଗୁହାଳ ଜଙ୍ଗଲରୁ ମଣିଷ କଙ୍କାଳ ଜବତ ହୋଇଛି । ଖଜୁରୀପଡା ପୁଲିସ କଙ୍କାଳ ଜବତ କରିଥିବା ବେଳେ, କଙ୍କାଳଟି ବହୁ ପୁରୁଣା ହୋଇଥିବା…
Read More...

ଧୁମଧାମରେ ପାଳିତ ହେଲା କୁରାଳ ପଞ୍ଚମୀ

ଫୁଲବାଣୀ:ପୂର୍ବ ପଞ୍ଚକୋଶ କୁମ୍ଭ କାର ସମାଜ ତରଫରୁ ଗତ ତିନି ଦିନ ଧରି କେଳାପଡ଼ା କୁମ୍ଭ କାର ସମାଜ ଗୃହରେ ଧୁମ୍ ଧାମରେ କୁରାଳ ପଞ୍ଚମୀ ପାଳିତ ହେଉଛି । ପ୍ରଥମ ଦିନ ଠାରୁ କେଳା ପଡ଼ା , ଗେରୁପଡ଼ା , ବଇରିକୁମ୍ପା,…
Read More...

ଧାନ ମଣ୍ଡି ଖୋଲିବା ତାରିଖକୁ ନେଇ ଚାଷୀଙ୍କ ମହଲରେ ଅସନ୍ତୋଷ

ପଦ୍ମପୁର: ରାୟଗଡା ଜିଲ୍ଲା ପଦ୍ମପୁର ଅଞ୍ଚଳରେ ଅନେକ ଛୋଟ ଚାଷୀ ମାନଙ୍କ ଧାନ ଅମଳ ହେଲାଣି । ନିଜ ଧାନକୁ ଚାଷୀ ସୁରକ୍ଷିତ ରଖିବାକୁ ପ୍ରୟାସ କରୁଛି । ଅନେକ ଚାଷୀ ଅମଳ କରିଥିବା ବର୍ଷ ଯାକର ଧାନକୁ ଏବେ ଶୀତ କାକରରେ ପଡି…
Read More...

ମେରାଙ୍ଗପଦରର କରୁଣ କାହାଣୀ; ସବୁ ଯୋଜନା ବାଟବଣା, ପୋଡ଼ୁ ଚାଷ ଓ ଚୁଆ ପାଣି ଭରସା 

ଲାଞ୍ଜିଗଡ଼: ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ନାନାଦି ଯୋଜନା କରି ଆଦିବାସୀଙ୍କ ଜୀବନ ଧାରାରେ ବଡ଼ ପରିବର୍ତ୍ତନ ଆଣିଥିବା କଥା କହୁଛନ୍ତି । କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ,ଏବେବି ଅନେକ ଆଦିବାସୀ ବହୁଳ ଗାଁର…
Read More...

ଦୁର୍ନୀତିଗ୍ରସ୍ତ ବ୍ଲକ ବିଜେଡି ସଭାପତିଙ୍କୁ ବହିଷ୍କାର ଦାବି; ଜିଲ୍ଳା ସଭାପତିଙ୍କୁ ଫେରାଦ ହେଲେ ଦଳୀୟ କର୍ମକର୍ତ୍ତା

ଲାଞ୍ଜିଗଡ଼: ଧାମନଗର ଉପ-ନିର୍ବାଚନରେ ପରାଜୟ ପରେ ପଦ୍ମପୁର ଉପ ନିର୍ବାଚନରେ ବିଜୟୀ ହେବାକୁ ଶାସକ ବିଜୁ ଜନତା ଦଳ ରାତିଦିନ ଏକ କରି ପ୍ରଚାରରେ ଲାଗିଯାଇଛି । ବିଜେଡି ନିଜର ଆତ୍ମସମ୍ମାନ ବଜାୟ ରଖିବାକୁ କସରତ ଜାରି…
Read More...

ଇଡି କାର୍ଯ୍ୟାଳୟରେ ଅର୍ଚ୍ଚନାଙ୍କ ଡ୍ରାଇଭର

ଭୁବନେଶ୍ୱର: ଧୀରେ ଧୀରେ ଖୋଲୁଛି ଲେଡି ବ୍ଲାକମେଲିଂ କ୍ବିନ୍‌ ଅର୍ଚ୍ଚନା ନାଗଙ୍କ ଗୁମର । ଗୋଟିଏ ପରେ ଗୋଟିଏ ତଥ୍ୟ ହାସଲ କରିବାକୁ ପ୍ରୟାସ କରୁଛି ପ୍ରବର୍ତ୍ତନ ନିର୍ଦେଶାଳୟ । ଆଜି ପୁଣି ଇଡି କାର୍ଯ୍ୟାଳୟରେ…
Read More...

ପଦ୍ମପୁର ଉପନିର୍ବାଚନ ପୂର୍ବରୁ ଘନଘନ ରେଡ୍; ସକାଳେ ଆଇଟି ଓ ସଂଧ୍ୟାରେ ଜିଏସଟିର ରେଡ୍

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ପୂର୍ବରୁ ଚାଲିଛି ଘନଘନ ରେଡ୍‌ । ଆଜି ପୁଣି ଏକ ଲୁଗା ଦୋକନ ଓ ପେଟ୍ରୋଲ ପମ୍ପରେ ଜିଏସଟି ବିଭାଗ ପକ୍ଷରୁ ଚଢ଼ାଉ କରାଯାଉଛି । ତାହା ସହ ପାଇକମାଲ ଓ ଝାରବନ୍ଧରେ ଥିବା କିଛି ବ୍ୟବସାୟ…
Read More...

ସଂଧ୍ୟା ୬ଟା ମୁଖ୍ୟ ଖବର

(୧) ପଦ୍ମପୁର ଉପନିର୍ବାଚନ ପୂର୍ବରୁ ଚାଲିଛି ଘନ ଘନ ରେଡ୍‌… ଏକ ଲୁଗା ଦୋକନ ଓ ପେଟ୍ରୋଲ ପମ୍ପରେ ଚଢ଼ାଉ କରୁଛି ଜିଏସଟି ବିଭାଗ… ପାଇକମାଲ ଓ ଝାରବନ୍ଧରେ ଥିବା କିଛି ବ୍ୟବସାୟ ପ୍ରତିଷ୍ଠାନରେ ବି ଚାଲିଛି ଚଢ଼ାଉ……
Read More...

ଖଣ୍ଡିଡଙ୍ଗରୀଗୁଡା ହାତୀ ନଦୀ ବାଲି ଘାଟ ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ଓ ତହସିଲଦାରଙ୍କ ମଧ୍ୟରେ ଆଲୋଚନା

କଲମପୁର: କଲମପୁର ବ୍ଲକ ମଧ୍ୟ ଦେଇ ପ୍ରବାହିତ ହାତୀ ନଦୀ ବାଲି ଚୋରା ଚାଲାଣକାରୀଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି । ରିତିମତ ବାଲି ଚୋରାଚାଲାଣ ହେବା ଦ୍ୱାରା ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି । ତେଣୁ…
Read More...

ଇଟାଭାଟି ମାଲିକଙ୍କୁ ବୀଭତ୍ସ ହତ୍ୟା

ମହାକାଳପଡ଼ା: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ଖରିନାସୀ ଗ୍ରାମରେ ଥିବା ଏକ ଇଟା ଭାଟିରୁ ଜଣେ ଇଟାଭାଟି ମାଲିକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି । ମୃତ ମାଲିକ ହେଲେ ରାମନଗର…
Read More...

ଆହୁରି ତୀବ୍ର ହେବ ଆନ୍ଦୋଳନ; ୭ଦିନ ପରେ ବି  ଅଙ୍ଗନବାଡ଼ି କର୍ମୀଙ୍କୁ ସରକାରଙ୍କ ଅଣଦେଖା

ରେଙ୍ଗାଲିକ୍ୟାମ: ଅଲ୍ ଓଡିଶା ଲେଡିସ ଅଙ୍ଗନ ବାଡ଼ି ୱାର୍କର  ଏସୋସିଏସନ୍ ଓ ସହାୟିକା ମାନଙ୍କ ପକ୍ଷରୁ ବିଭିନ୍ନ ନାର୍ଯ୍ୟ ଦାବି ଗୁଡ଼ିକୁ ନେଇ ଗତ ନଭେମ୍ବର ୨୧ତାରିଖ ଦିନ ଠାରୁ ରାଜ୍ୟବ୍ୟାପୀ କାର୍ଯ୍ୟ ବନ୍ଦ କରି…
Read More...

କୋର୍ଟ ଭିତରେ ବିଚାରପତିଙ୍କୁ ଆକ୍ରମଣ ଉଦ୍ୟମ

ବ୍ରହ୍ମପୁର: ବ୍ରହ୍ମପୁର ଏଡିଜେଏମ ପ୍ରଜ୍ଞା ପରମିତା ପତିହାରୀଙ୍କୁ କୋର୍ଟ ଭିତରେ ଆକ୍ରମଣ ଉଦ୍ୟମ ହୋଇଛି । ଜଣେ ବ୍ୟକ୍ତି ହାତରେ ଏକ ଛୁରୀ ଧରି କୋର୍ଟ ରୁମକୁ ପଶି ବିଚାରପତିଙ୍କୁ ଆକ୍ରମଣ ଉଦ୍ୟମ କରୁଥିବା ବେଳେ ସେଠାରେ…
Read More...

ଚୀନରେ ଜିନପିଙ୍ଗଙ୍କ ଇସ୍ତଫା ଦାବି; ୪୦ ହଜାର ଟପିଲା କରୋନା ​‌ଦୈନିକ ମାମଲା

ବେଜିଂ: ପୁଣି ଚୀନରେ କାୟା ମେଲାଉଛି କରୋନା । କ୍ରମାଗତ ଭାବେ ଚୀନରେ କରୋନା ସଂକ୍ରମଣ ବଢ଼ିବାର ଲାଗିଛି । କରୋନାକୁ ନେଇ ଚୀନ ଆତଙ୍କ ରଚାଉଥିବା ବେଳେ. ବର୍ତ୍ତମାନ ପୁଣି କରୋନା ସମ୍ମୁଖରେ ପଡ଼ିଛି । ଗତ ୨୪ ଘଣ୍ଟା…
Read More...

ପେଟ ପାଇଁ ସଂଘର୍ଷ; ଭିକ୍ଷାବୃତ୍ତି କରୁଛନ୍ତି ଅନାଥ ଭିନ୍ନକ୍ଷମ ବୃଦ୍ଧ

ମୋହନା: ଦୁଇ ଦୁଇଟି ପୁଅ ଅଛନ୍ତି ହେଲେ କେହି ପଚାରୁନାହାନ୍ତି । ଭତ୍ତା ମିଳୁଛି କିନ୍ତୁ ଏକାଉଣ୍ଟକୁ ଚାଲିଯାଉଛି । ସେ ଜଣେ ଭିନ୍ନକ୍ଷମ ବୃଦ୍ଧ ଏଣୁ ବ୍ୟାଙ୍କକୁ ଯିବା ତାଙ୍କ ପକ୍ଷେ ସମ୍ଭବପର ନୁହଁ । ଏ  ହେଉଛନ୍ତି…
Read More...

ରାଜଧାନୀର ରାଜରାସ୍ତାରେ ଗର୍ଜିଲେ ପ୍ରାଥମିକ ଶିକ୍ଷକ

ଭୁବନେଶ୍ୱର: ରାଜଧାନୀର ରାଜରାସ୍ତାରେ ଗର୍ଜିଲେ ପ୍ରାଥମିକ ଶିକ୍ଷକ । ଭୁବନେଶ୍ୱରର ଲୋୟର ପିଏମଜି ଛକରେ ହଜାର ହଜାର ପ୍ରାଥମିକ ଶିକ୍ଷକ ଏକତ୍ରିତ ହୋଇଛନ୍ତି । ୫ଦଫା ଦାବି ସହ ୬ବର୍ଷ ଠିକା ଚାକିରି ସମୟକୁ ମୂଳ ଚାକିରିରେ…
Read More...

ଦେଶରେ ଆରମ୍ଭ ହୋଇଛି ଆତ୍ମବିଶ୍ୱାସର ନୂତନ ଯୁଗ; କାଗଜ ବିମାନ ତିଆରି କରୁଥିବା ହାତ ତିଆରି କରୁଛି ଭାରତର ବିମାନ

ନୂଆଦିଲ୍ଲୀ: 'ମନ କି ବାତ' କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜି -୨୦ର ଅଧ୍ୟକ୍ଷତା କରିବା ଆମ ପାଇଁ ଏକ ବଡ଼ ସୁଯୋଗ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ତାହା ସହ…
Read More...

ସମ୍ବିଧାନ ଦିବସ ଓ ଭୋଟର ସଚେତନତା କାର୍ଯ୍ୟକ୍ରମ

କାମାକ୍ଷାନଗର: କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ଗୁନେଇବିଲ ସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମ୍ବିଧାନ ଦିବସ ଓ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଉପଲକ୍ଷେ ଅନୁଷ୍ଠିତ…
Read More...

ମୋବାଇଲ ଆଣିବାକୁ ଯାଇ ଯୁବକ ନିଖୋଜ; ଥାନାରେ ଏତଲା

ଜି ଉଦୟଗିରି: ମୋବାଇଲ ଆଣିବାକୁ ଯାଉଛି କହି ଯୁବକ ନିଖୋଜ ହୋଇଥିବା ଅଭିଯୋଗ । ଶନିବାର ଅପରାହ୍ନ ୫ଟା ପରେ ଘରେ ସ୍ତ୍ରୀକୁ ମୋବାଇଲ୍ ଆଣିବାକୁ ଯାଉଛି କହି ଆଉ ଘରକୁ ଫେରିନାହାନ୍ତି ଶ୍ୟାମସୁନ୍ଦର ବେହେରା ।…
Read More...

ଆସିଲା ‘ବଜାଜ୍‌ ସିଟି ୧୨୫’ ବାଇକ୍‌; ସୁନ୍ଦର ମଡେଲ ସାଙ୍ଗକୁ ମାଇଲେଜ ଦେବ ୯୦ କିମି

ନୂଆଦିଲ୍ଲୀ; ବଜାଜ ତାର ଗ୍ରାହକଙ୍କ ପାଇଁ ଏକ ବଡ଼ ଖୁସି ନେଇ ଆସିଛି । ଏଣିକି ବଜାରକୁ ଆସୁଛି ବଜାଜର ନୂଆ ମଡେଲ ବାଇକ୍‌ ‘ବଜାଜ୍‌ ସିଟି ୧୨୫’ । ସୁନ୍ଦର ଡିଜାଇନ୍‌ ସହ ଭଲ ମାଇଲେଜ ରହିଛି ଏହି ନୂଆ ବାଇକରେ । କମ୍ପାନୀ…
Read More...

ସକାଳ ୧୦ଟା ମୁଖ୍ୟ ଖବର

(୧) ସବୁଠାରୁ ଶକ୍ତିଶାଳୀ ଆଣବିକ ଶକ୍ତି ହେବ ଉତ୍ତର କୋରିଆ… ବିଶ୍ୱକୁ ପୁଣି ବାର୍ତ୍ତା ଦେଲେ କିମ ଜୋଙ୍ଗ ଉନ୍‌… ୧୦ ହଜାର ସାମରିକ ଅଧିକାରୀଙ୍କୁ କଲେ ଉତ୍ସାହିତ… ସର୍ବଭାମତ୍ୱକୁ ଦୃଢ଼ ଭାବରେ ରକ୍ଷା କରିବା ପାଇଁ…
Read More...

ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଆଣବିକ ଶକ୍ତି ହେବ ଉତ୍ତର କୋରିଆ: କିମ ଜୋଙ୍ଗ ଉନ୍

ଉତ୍ତର କୋରିଆ: ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ବିଶ୍ବର ସମସ୍ତ ଦେଶକୁ ଏକ ବାର୍ତ୍ତା ଦେଇଛନ୍ତି । ଆଗାମୀ ଦିନରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଆଣବିକ ଶକ୍ତି ହେବା ଉତ୍ତର କୋରିଆର ମୂଳ ଲକ୍ଷ୍ୟ ରଖିଛି । ଏଥିପାଇଁ ସେ…
Read More...

ମୁଦ୍ରାସ୍ଫୀତି ହ୍ରାସ ପାଇବ: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ରାଜ୍ୟ ତଥା ଦେଶରେ ସମସ୍ତ ଜିନିଷର ଦରଦାମ ବଢି ଚାଲିଛି। ଫଳରେ ସାଧାରଣ ଜନତା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖାସ କରି ଖାଇବା ତେଲ, ପନିପରିବା ଏବଂ ପେଟ୍ରୋଲ, ଡିଜେଲର ଦର ବୃଦ୍ଧି ଖାଉଟିଙ୍କୁ…
Read More...

ଜଗନ୍ନାଥ ମହାପ୍ରଭୁଙ୍କ ସ୍ବତ୍ବଲିପିକୁ ଫେରିନି ୨୨ ହଜାର ଏକର ଜମି

ଭୁବନେଶ୍ବର: ରାଜ୍ୟରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ୬୦,୪୧୮ ଏକର ପରିମିତ ଜମି ଚିହ୍ନଟ ହୋଇଥିବାବେଳେ ୩୮,୦୬୧.୮୯୨ ଏକର ଜମି ର ସଂଶୋଧିତ ସତ୍ବଲିପି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପ୍ରାପ୍ତ ହୋଇଛି। ଅବଶିଷ୍ଟ…
Read More...

ଜେଲ୍ ଗଲା ଅଫତାବ, ୨୮ରେ ନାର୍କୋ ପରୀକ୍ଷା

ନୂଆଦିଲ୍ଲୀ: ପ୍ରେମିକା ଶ୍ରଦ୍ଧାକୁ ହତ୍ୟା କରିବା ପରେ ତାଙ୍କ ଶରୀରକୁ ୩୫ ଖଣ୍ଡ କରି ବିଭିନ୍ନ ସ୍ଥାନରେ ଫୋପାଡ଼ିବା ଅଭିଯୋଗରେ ଗିରଫ ହୋଇଥିବା ଅଫତାବ ପୁନୱାଲାକୁ ଦିଲ୍ଲୀର ଏକ କୋର୍ଟ ୧୩ ଦିନ ପାଇଁ ଜେଲ୍‌କୁ ପଠାଇ…
Read More...

ଜର୍ମାନୀରେ ପ୍ରବାସୀ ଭାରତୀୟ

ଆଜି ମୋର ଜର୍ମାନୀରେ ବସବାସ କରି ରହିବା ୬୨ବର୍ଷ ପୂରିଗଲା। ୧୯୬୦ ମସିହା ନଭେମ୍ବର ୨୨ ତାରିଖ ମୁଁ କଟକରୁ ବିଦାୟ ନେଇଥିଲି। ଓଡ଼ିଶା ମୋର ଜନ୍ମଭୂମି, ଜର୍ମାନୀ ମୋର ପିତୃଭୂମି। ଏଇ ଜର୍ମାନୀ ଦେଶ ମୋତେ ୬୨ ବର୍ଷ ଧରି…
Read More...

ଉତ୍କଳ ବିଶ୍ବବିଦ୍ୟାଳୟର ସ୍ବର୍ଣ୍ଣିମ ଇତିହାସ

ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରଶାସନିକ କାର୍ଯ୍ୟାଳୟର ପୂର୍ବ ଠିକଣା, ଶିକ୍ଷାବର୍ଷ ୧୯୬୩-୬୪ ପର୍ଯ୍ୟନ୍ତ ସର୍କିଟ୍‌ହାଉସ୍‌, କଟକ ଏବଂ ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷାଦାନ ବିଭାଗଗୁଡ଼ିକ ରେଭେନ୍ସା କଲେଜ, କଟକରେ…
Read More...

୧୨ ଫୁଟର ଅହିରାଜ ଉଦ୍ଧାର

ପାତ୍ରପୁର: ପାତ୍ରପୁର ତଳ ବସଷ୍ଟାଣ୍ଡରୁ ଆଜି ଗୋଟିଏ ୧୨ ଫୁଟର ଅହିରାଜ ସାପ ଉଦ୍ଧାର କରାଯାଇଛି । ତଳ ବସଷ୍ଟାଣ୍ଡରେ ଥିବା ସିଲୁ ଗ୍ୟାରେଜ ମଧ୍ୟରେ ଏକ ସାପ ଥିବା ଦେଖିବାକୁ ମିଳିଥିଲା । ଏହା ଦେଖି ଗ୍ୟାରେଜ ମାଲିକ…
Read More...

ଯୋଜନା ଓ ସମନ୍ୱୟ ବିଭାଗ ପକ୍ଷରୁ ଅନୁଧ୍ୟାନ 

ସାକ୍ଷୀଗୋପାଳ: ସରକାରଙ୍କ ପ୍ରତ୍ୟେକ ଯୋଜନାର ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ନେଇ ମିଳିତ ଜାତିସଂଘ ପକ୍ଷରୁ ୨୦୧୬ ମସିହାରୁ ଆରମ୍ଭ କରାଯାଇଥିବା ମିଶନକୁ ତୃଣମୂଳ ସ୍ତରରେ ସଫଳ ରୂପାୟନ କରିବା ନିମନ୍ତେ ନିଆଯାଇଥିବା…
Read More...

କୀଟନାଶକ ଉପରେ ସବ୍‍ସିଡି ହଡପ୍‍ ଅଭିଯୋଗ ଆଣିଲା ବିଜେପି

ଆଠଗଡ: ଦୋରଡ ପଞ୍ଚାୟତକୁ ଆଦର୍ଶ ଚାଷଭିତ୍ତିକ ଗ୍ରାମ ଭାବେ ଗ୍ରହଣ କରାଯାଇଥିବା ବେଳେ ସରକାରଙ୍କ ତରଫରୁ ଉକ୍ତ ଗ୍ରାମର ଚାଷୀଙ୍କୁ କୀଟନାଶକ କିଣା ଉପରେ ଦିଆଯିବାକୁ ଥିବା ଏକ ହଜାର ଟଙ୍କା ଲେଖାଏଁ ସବ୍‍ସିଡି ଅର୍ଥ ହଡପ୍‍…
Read More...

ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର; ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରତଙ୍ଗ ପଞ୍ଚାୟତ ସେସ୍କା ଯୋଡ଼ି ଗାଁ ନିକଟରେ ଥିବା ରୁଗୁଡ଼ି ପଦା ଜଙ୍ଗଲରୁ ଜଣେ ଯୁବକଙ୍କ ମୃତଦେହ ଫିରିଙ୍ଗିଆ ପୁଲିସ ଉଦ୍ଧାର କରିଛି । ମୃତ ଯୁବକ ଜଣକ ଫିରିଙ୍ଗିଆ ବ୍ଲକ…
Read More...

ଟ୍ୟାକ୍ସ ଫାଙ୍କିବା ଅଭିଯୋଗ: ‘ଏସ.ଏନ୍‌. ଷ୍ଟିଲ୍‌ ଏଣ୍ଡ୍‌ ମାର୍ବଲ୍ସ୍‌’ ଉପରେ ସି.ଟି.ଏଣ୍ଡ୍‌ ଜି.ଏସ୍‌.ଟି.…

ଦେବଗଡ଼/ ବଳମ: ଜି.ଏସ୍‌.ଟି. ଠକେଇ ଅଭିଯୋଗରେ ବାରକୋଟ ବ୍ଲକ ବଳମ ଗ୍ରାମ ପଞ୍ଚାୟତ ସଦର ମହକୁମାରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନ ‘ଏସ.ଏନ୍‌. ଷ୍ଟିଲ ଏଣ୍ଡ ମାର୍ବଲ୍ସ୍‌’ ଉପରେ ସମ୍ବଲପୁର ସ୍ଥିତ ସି.ଟି.ଏଣ୍ଡ…
Read More...

ବାଇକ୍‌ ଧକ୍କାରେ ଶିକ୍ଷକ ଗୁରୁତର

ତିଗିରିଆ: ଖୁଣ୍ଟୁଣୀ-ନରସିଂହପୁର ୬୫ନଂ ରାଜ୍ୟ ରାଜପଥର ପଙ୍କାଳ ଛକ ନିକଟରେ ବାଇକ୍‌ ଧକ୍କାରେ ଜଣେ ବାଇକ୍‌ ଆରୋହୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତର ଜଣଙ୍କ ଭୋଗଡ଼ା ପଞ୍ଚାୟତ ଅନ୍ତର୍ଗତ ବେଲଅଣ୍ଟା ଗ୍ରାମର…
Read More...

ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ନକ୍ସଲ ନିହତ

ନୂଆଦିଲ୍ଲୀ: ଛତିଶଗଡ଼ରେ ପୁଣି ନକ୍ସଲ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ବିଜାପୁରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି । ମୃତ ନକ୍ସଲଙ୍କ ମଧ୍ୟରେ ଜଣେ ମହିଳା ନକ୍ସଲ ଥିବା…
Read More...

ମେଟ୍ରୋ ପାଇଁ ନାହିଁ ରାଜ୍ୟ ସରକାରଙ୍କ କୌଣସି ପ୍ରସ୍ତାବ: ଅଶ୍ବିନୀ ବୈଷ୍ଣବ

ଭୁବନେଶ୍ୱର: ରାଜ୍ୟରେ ମେଟ୍ରୋ ଟ୍ରେନ୍ ଚଳାଚଳ ନେଇ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପ୍ରତିକ୍ରିୟା ରଖିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ମେଟ୍ରୋ ପାଇଁ ରାଜ୍ୟ ସରକାର କୌଣସି ପ୍ରସ୍ତାବ ଦେଇନାହାନ୍ତି । ସେ ଆହୁରି…
Read More...

ରଥଯାତ୍ରା ପୂର୍ବରୁ ଆରମ୍ଭ ହେବ ‘ଜଗନ୍ନାଥ ଏକ୍ସପ୍ରେସ’

ଭୁବନେଶ୍ବର: ରାଜ୍ୟବାସୀ ଓ ସମସ୍ତ ଜଗନ୍ନାଥ ପ୍ରେମୀଙ୍କ ପାଇଁ ବଡ ଖୁସି ଖବର। ଆସନ୍ତାବର୍ଷ ରଥଯାତ୍ରା ପୂର୍ବରୁ ଗଡ଼ିବ ‘ଜଗନ୍ନାଥ ଏକ୍ସପ୍ରେସ ରେଳ । ପୂର୍ବତଟ ରେଳପଥର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବା ନିମନ୍ତେ…
Read More...

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) ଛତିଶଗଡ଼ରେ ପୁଣି ନକ୍ସଲ-ସୁରକ୍ଷାକର୍ମୀ ମୁହାଁମୁହିଁ… ବିଜାପୁରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ନକ୍ସଲ ନିହତ… ସିଆରପିଏଫ୍‌, ଡିଆରଜି ଓ ଏସଟିଆରଏଫ୍‌ ଯବାନଙ୍କ ମିଳିତରେ ଗୁଳିବିନିମୟ… ଘଟଣାସ୍ଥଳରୁ ବିପୁଳ…
Read More...

ଜିଦରେ ଅଟଳ ଅଞ୍ଚଳବାସୀ; ଟାୱାର ବସାଅ, ତାଲା ଖୋଲିବ

ଫୁଲବାଣୀ: ଗତ ଦୁଇ ଦିନ  ହେଲା ମୋବାଇଲ ଟାୱାର ସ୍ଥାପନକୁ ନେଇ କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଳକର ଡିମିରିଗୁଡ଼ା ପଞ୍ଚାୟତରେ ତାଲା ପଡ଼ିବା ଘଟଣା ଦିନକୁ ଦିନ ଭିନ୍ନ ରୂପ ଧାରଣ କରୁଛି । ୨ ଦିନ ପରେ ପଞ୍ଚାୟତରେ…
Read More...

ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ଗାଡ଼ି ଦୁର୍ଘଟଣା; ଗୁରୁତର ଯୁବକ ସୁକାନ୍ତ ବେହେରାଙ୍କ ମୃତ୍ୟୁ     

ଆଠଗଡ଼: ଯାତ୍ରା କଳାକାର ତଥା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ଗାଡି ଦୁର୍ଘଟଣାରେ ଗଲା ଯୁବକଙ୍କ ଜୀବନ । ଭୁବନେଶ୍ୱରରୁ ଏକ ବିବାହ ଭୋଜି ସାରି ହିନ୍ଦୋଳ ବ୍ଲକ୍ ଦୁଦୁରୁକୋଟ ଗ୍ରାମକୁ ଯାତ୍ରା ପରିବେଷଣ କରିବାକୁ ଯାଉଥିବା …
Read More...

ସ୍କୁଟି-ବାଇକ୍ ଧକ୍କା; ୨ମୃତ

ଜି ଉଦୟଗିରି: ଜି ଉଦୟଗିରି ଥାନା ଲୀଙ୍ଗଗଡ ପଞ୍ଚାୟତ ଅନ୍ତର୍ଗତ ନିଲୁଙ୍ଗିଆ ଘାଟି ବୁଲାଣି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ସ୍କୁଟି ଓ ପଲସର ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ…
Read More...

କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ବଢ଼ିବ

ନୂଆଦିଲ୍ଲୀ: ନୂଆ ବର୍ଷ ୨୦୨୩ କେନ୍ଦ୍ରୀୟ କର୍ମଚାରୀମାନଙ୍କ ପାଇଁ ଖୁସି ଖବର ଆଣି ଦେଇଛି। ଲକ୍ଷ ଲକ୍ଷ କର୍ମଚାରୀଙ୍କ ଦରମା ବଢିବାକୁ ନେଇ ଥିବା ଆଶା, ଯଥାଶୀଘ୍ର ପୂରଣ ହେବାକୁ ଯାଉଛି । ଫିଟମେଣ୍ଟ ଫ୍ୟାକ୍ଟର କାମ…
Read More...

ଆସୁଛି ହୋଣ୍ଡାର 7G ସ୍କୁଟର; ହ୍ରାସ ପାଇଲା ପୁରୁଣା ଆକ୍ଟିଭାର ଦାମ୍ !

ନୂଆଦିଲ୍ଲୀ: ଆସୁଛି ହୋଣ୍ଡାର ୭ଜି ସ୍କୁଟର । ଉନ୍ନତ ମାନର ମାଇଲେଜ ଓ ସୁନ୍ଦର ଶୈଳୀକୁ ନେଇ ହୋଣ୍ଡା ତାର ୭ଜି ସ୍କୁଟର ଗ୍ରାହକଙ୍କ ନିକଟକୁ ଖୁବଶୀଘ୍ର ନେଇ ଆସୁଛି । ଏହି ସ୍କୁଟରର ଲୁକ୍ ହୋଣ୍ଡା ପକ୍ଷରୁ ସ୍ୱତନ୍ତ୍ର…
Read More...

ମୁମ୍ବାଇରେ ମିଳିମିଳା ଆତଙ୍କ; ୧୨ଜଣଙ୍କ ମୃତ୍ୟୁ, ଗଲା ୮ମାସ ଶିଶୁର ଜୀବନ

ନୂଆଦିଲ୍ଲୀ: ମୁମ୍ବାଇରେ ଚିନ୍ତା ବଢ଼ାଇଲାଣି ମିଳିମିଳା । ମିଳିମିଳା କାରଣରୁ ବର୍ତ୍ତମାନ ମୁମ୍ବାଇରେ ପରିସ୍ଥିତି ଧୀରେ ଧୀରେ ଜଟିଳ ହେବାକୁ ଲାଗିଲାଣି । ମିଳିମିଳା ଯୋଗୁଁ ଏକ ଆଠ ମାସର ଶିଶୁର ମୃତ୍ୟୁ ହୋଇଛି । ମୋଟ୍‌…
Read More...

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) ଅର୍ଚ୍ଚନା ନାଗ ମାମଲା… ଇଡି କାର୍ଯ୍ୟାଳୟରେ ହାଜର ହେଲେ ବିଜେଡି ବିଧାୟକଙ୍କ ଭାଇ… ପ୍ରବର୍ତ୍ତନ ନିର୍ଦେଶାଳୟର ସମନ ପରେ ଗଙ୍ଗାଧର ସାମଲ ହାଜର… ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ୩୦ ଲକ୍ଷ ଟଙ୍କା ଟ୍ରାଞ୍ଜାକ୍ସନ କରିଥିବା…
Read More...

ଆରମ୍ଭ ହେଲା ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ୱର: ଆଜିଠୁ ବିଧାନସଭା ଶୀତ ଅଧିବେଶନ ଆରମ୍ଭ ହୋଇଛି । ଗୃହର ଆରମ୍ଭରୁ ଦିବଂଗତ ନେତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିରୋଧୀ ଦଳନେତା ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ତାହାସହ କଂଗ୍ରେସ ବିଧାୟକ ଦଳ ନେତା…
Read More...

ଅର୍ଚ୍ଚନା ନାଗ ମାମଲା: ଇଡି କାର୍ଯ୍ୟାଳୟରେ ବିଜେଡି ବିଧାୟକଙ୍କ ଭାଇ

ଭୁବନେଶ୍ୱର: ଅର୍ଚ୍ଚନା ନାଗ ମାମଲାରେ ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ବିଜେଡି ବିଧାୟକଙ୍କ ଭାଇ ତଥା କାର୍‌ ସୋ’ ରୁମ୍‌ ମାଲିକ ଗଙ୍ଗାଧର ସାମଲ । ଇଡି ପକ୍ଷରୁ ସମନ ହେବା ପରେ ଗଙ୍ଗାଧର ପ୍ରବର୍ତ୍ତନ ନିର୍ଦେଶାଳୟ…
Read More...

ଟିଟିଲାଗଡ଼ ବନ୍ଦ ନେଇ ବାଇକ ଶୋଭାଯାତ୍ରାରେ ସାମିଲ ହେଲେ ପୌରାଧ୍ୟକ୍ଷା

ଟିଟିଲାଗଡ଼: ଜିଲ୍ଲା ଦାବିକୁ ନେଇ ଆଜି ଟିଟିଲାଗଡ଼ ବନ୍ଦ ଡାକରାରେ ସହରବାସୀ ସମ୍ପୂର୍ଣ୍ଣ ଭାବରେ ସମର୍ଥନ ସହ ଆନ୍ଦୋଳନରେ ସାମିଲ ହୋଇଛନ୍ତି l ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଆବାହକ ସଞ୍ଜୟ ବେହେରାଙ୍କ ନେତୃତ୍ୱରେ ବହୁ…
Read More...

ଶଗଡ଼କୁ ପିଟିଲା ଟ୍ରକ୍‌; ଦମ୍ପତିଙ୍କ ସହ ୨ବଳଦ ମୃତ

ଦେବଗଡ଼: ଏନଏଚ୍‌ ୪୯ ତିଲେଇବଣି ଛକରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ହୋଇଛି । ଏକ ଶଗଡ଼କୁ ପଛପଟୁ ଟ୍ରକ୍‌ ପିଟିବା ଫଳରେ ଦମ୍ପତିଙ୍କ ସହ ୨ଟି ବଳଦଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଟ୍ରକ୍‌ ଛାଡ଼ି…
Read More...

ବାଣ ଫୁଟି ୩୩ ଗୁରୁତର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ବାଣ ଫୁଟି ୩୩ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ କଟକ ଏସସିବି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କ ମଧ୍ୟରେ ୩ଜଣ ମହିଳା ଓ ୨ଜଣ ଶିଶୁ ଥିବା ଜଣାପଡ଼ିଛି ।…
Read More...

ସକାଳ @୯ ମୁଖ୍ୟ ଖବର

(୧) ଟିଟିଲାଗଡ଼ରେ ଆଜି ଅଖଚକ ସବୁ ବନ୍ଦ… ଜିଲ୍ଲା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି ଜିଲ୍ଲା କ୍ରିୟାନୁଷ୍ଠାନ କମିଟି… ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏଁ ବନ୍ଦ ରହିବ ଦୋକାନ ବଜାର… ସମର୍ଥନ ଜଣାଇଛନ୍ତି ସମସ୍ତ…
Read More...

ସ୍କୁଲ ପାଠପଢା ସ୍ୱାଭାବିକ ପାଇଁ ଚାଲିଛି ପ୍ରୟାସ

ହରଭଙ୍ଗା: ହରଭଙ୍ଗା ତହସିଲ ଅର୍ନ୍ତଗତ ଖରଭୁଇଁ କ୍ରସର ବିରୋଧୀ ଆନ୍ଦୋଳନର ପ୍ରଭାବରେ ବହୁମାତ୍ରାରେ ପ୍ରଭାବିତ ହୋଇଛି ସ୍କୁଲ ପିଲାଙ୍କ ପାଠପଢା । ଅଭିଭାବକ ମାନେ ପିଲାଙ୍କୁ ସ୍କୁଲ ଯିବାକୁ ବାରଣ ଯୋଗୁଁ ସ୍କୁଲର ଉପସ୍ଥାନ…
Read More...

ଆଜି ୧୨ ଘଣ୍ଟିଆ ଟିଟିଲାଗଡ଼ ବନ୍ଦ

ଟିଟିଲାଗଡ଼: ଟିଟିଲାଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ଆଜି ୧୨ଘଣ୍ଟିଆ ବନ୍ଦ ପାଳନ କରାଯାଉଛି l  ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏଁ ହେଉଛି ବନ୍ଦ ପାଳନ । ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ଟିଟିଲାଗଡ଼…
Read More...

ଲିପ୍‌ଷ୍ଟିକ୍‌ ଲଗାଉଥିଲେ…

କେତେଜଣଙ୍କୁ ଘରେ ରହିଲେ ମଧ୍ୟ ସଜବାଜ ହୋଇ ରହିବାକୁ ଭଲ ଲାଗେ। ସେମାନଙ୍କ ସଜବାଜ ତାଲିକା ପ୍ରଥମରେ ଲିପ୍‌ଷ୍ଟିକ୍ ଥିବା ଥୟ। ଅନ୍ୟ କେତେଜଣ ଘରୁ ବାହାରକୁ ଗଲାବେଳେ ଲିପ୍‌ଷ୍ଟିକ୍ ଲଗାନ୍ତି। ଏମିତି ଶୀତଦିନେ…
Read More...

ଆଖି ସଜବାଜ

ଆଖିକୁ ଅଧିକ ଆକର୍ଷଣୀୟ କରିବା ପାଇଁ କେତେଜଣ କାଜଲ, ମସ୍କରା, ଆଇଲାଇନର୍ ଓ ଆଇସ୍ୟାଡୋ ମଧ୍ୟ ଲଗାନ୍ତି। ଏତେ ପ୍ରକାର ପ୍ରସାଧନ ସାମଗ୍ରୀ ମଧ୍ୟରୁ ଆଇସ୍ୟାଡୋ ପ୍ରୟୋଗ ଟିକିଏ ଅଲଗା। ରଙ୍ଗବେରଙ୍ଗର ଆଇସ୍ୟାଡୋ ଆଖିରେ…
Read More...