ସନ୍ଧ୍ୟା ୭ଟା – ମୁଖ୍ୟ ଖବର

୧. ଗଛ ଲଗାଇଲେ ମୁଖ୍ୟମନ୍ତ୍ରୀ ; କହିଲେ ଏହା ଏକ ଉତ୍ସାହଜନକ ଅନୁଭବ ୨. କେନ୍ଦ୍ର ମନା କରିବା ପରେ ଅଟକିଲା କେଜରିୱାଲଙ୍କ ‘ଘରେ ଘରେ ରେସନ୍‌’ ଯୋଜନା ୩. ଦେଶରେ ୨୩ କୋଟିରୁ ଅଧିକ ଲୋକଙ୍କୁ କୋଭିଡ ଟିକା ଦିଆଯାଇଥିବା…
Read More...

ରାତି ୧୦ଟା – ମୁଖ୍ୟ ଖବର

୧. ଯୁକ୍ତ ଦୁଇ ପରୀକ୍ଷା ବାତିଲ ପରେ ଆଜି ରାଜ୍ୟ ସରକାର ମୂଲ୍ୟାୟନ ପଦ୍ଧତି ନିର୍ଦ୍ଧାରଣ ଲାଗି ଗଠନ କଲେ ୧୪ ସଦସ୍ୟ ବିଶିଷ୍ଟ ଏକ୍ସପର୍ଟ କମିଟି, ୧୦ ଦିନ ଭିତରେ କମିଟି ଦେବ ରିପୋର୍ଟ ୨. କୋଭିଡ୍ ଟିକାର ୨ଟି ଯାକ ଡୋଜ୍…
Read More...

ସମୟୋଚିତ ପଦକ୍ଷେପ

ଦେଶରେ କରୋନା ସଂକ୍ରାମକ ମହାମାରୀର ଦ୍ବିତୀୟ ତରଙ୍ଗ ବ୍ୟାପିଚାଲିଥିବାବେଳେ ଲୋକେ ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି। ଆଗକୁ ତୃତୀୟ ତରଙ୍ଗ ନେଇ ଚେତାବନୀ ଦିଆଗଲାଣି। ତେଣୁ ଭବିଷ୍ୟତକୁ ନେଇ ଆତଙ୍କ ବଢ଼ିବା…
Read More...

ଅବର୍ତ୍ତମାନରେ ଚିରବର୍ତ୍ତମାନ

ଅଫେରା ବାଟର ଅନିର୍ବଚନୀୟ ପ୍ରତିଭା ଓ ଷୋଳକଳା ମଣିଷପଣିଆର ମାନ୍ତ୍ରିକ ସୃଷ୍ଟି ମନୋଜ ଆଜ୍ଞା, ମହାପ୍ରୁ, କୋଟି ପ୍ରଣାମ, ଦଣ୍ଡବତ। କିଏ ବାହୁଡ଼ି ନଯିବ ଯେ! କାହା ବାହୁଡ଼ାରେ ତେଣୁ ଆକାଶ କୋଉ ଫାଟି ପଡ଼ିବ?…
Read More...

ରୈନାଙ୍କ ଅନୁରୋଧରେ ଅମ୍ଳଜାନ ଯୋଗାଡ଼କଲେ ସୋନୁ ସୁଦ୍‌

ମିରଟ୍‌ : ଭାରତୀୟ କ୍ରିକେଟ୍‌ ସୁରେଶ ରୈନାଙ୍କ ଖୁଡ଼ୀ ଏବେ କରୋନା ସଂକ୍ରମିତ ହୋଇ ମିରଟ୍‌ର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତେବେ ଡାକ୍ତରଖାନାରେ ଅମ୍ଳଜାନର ଅଭାବ ଯୋଗୁଁ ଫୁସ୍‌ଫୁସ୍‌ ସଂକ୍ରମଣରେ ପୀଡ଼ିତ…
Read More...

୩୪ ଜଣିଆ ମନ୍ତ୍ରିମଣ୍ଡଳ ସହ ଆଜି ଶପଥ ନେବେ ଷ୍ଟାଲିନ୍‌

ଚେନ୍ନଇ : ଡିଏମ୍‌କେ ମୁଖ୍ୟ ଏମ୍‌.କେ ଷ୍ଟାଲିନ୍‌ ଶୁକ୍ରବାରତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ରାଜଭବନ ପରିସରରେ ୩୪ ଜଣିଆ ମନ୍ତ୍ରିମଣ୍ଡଳ ସହିତ ଶପଥ ନେବେ।  ଶପଥ ଗ୍ରହଣ ପୂର୍ବରୁ ପ୍ରସ୍ତାବିତ ମନ୍ତ୍ରିମଣ୍ଡଳର ରୂପରେଖ…
Read More...

‘ରାଜ୍ୟ କିଣୁଥିବା ଟିକାରୁ ଜିଏସ୍‌ଟି ପ୍ରତ୍ୟାହାର ହେଉ’

ଭୁବନେଶ୍ବର : ରାଜ୍ୟ ସରକାର ୧୮ ବର୍ଷରୁ ଊର୍ଦ୍ଧ୍ବ ନାଗରିକଙ୍କ ଟିକାକରଣ ମାଗଣା କରିଥିବାବେଳେ ଟିକା କ୍ରୟ ଉପରୁ ଦ୍ରବ୍ୟ ଓ ସେବା କର(ଜିଏସଟି) ପ୍ରତ୍ୟାହାର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର…
Read More...

କରୋନାରେ ଗୁରୁତର ପ୍ରଦୀପ୍ତ ଓ ରଘୁନାଥ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ

ଭୁବନେଶ୍ୱର : ବିରୋଧୀଦଳ ନେତା ପ୍ରଦୀପ୍ତ କୁମାର ନାଏକ ଓ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି। କରୋନାରେ ଆକ୍ରାନ୍ତ ହୋଇ ଉଭୟ ଦୀର୍ଘଦିନ ହେଲାଣି ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ…
Read More...

ନେପାଳ ସରକାର ଟଳମଳ : ସଂଖ୍ୟା ଗରିଷ୍ଠତା ହରାଇଲେ ଓଲି

କାଠମାଣ୍ଡୁ : କେ ପି ଶର୍ମା ଓଲିଙ୍କ ନେତୃତ୍ବ ନେପାଳ ସରକାର ସଂଖ୍ୟାଗରିଷ୍ଠତା ହରାଇଛନ୍ତି। ପୁଷ୍ପକୁମଲ ଦହଲ (ପ୍ରଚଣ୍ଡ)ଙ୍କ ନେତୃତ୍ବ ସିପିଏନ୍‌ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବା ପରେ ଏହା ସଂଖ୍ୟାଲଘୁ ହୋଇପଡିଛି।…
Read More...

କରୋନା ତୃତୀୟ ଲହର ପାଇଁ ପ୍ରସ୍ତୁତ ରୁହ

ନୂଆଦିଲ୍ଲୀ : ଦେଶରେ କରୋନାର ତୃତୀୟ ଲହର ଆସିବା ଅବଶ୍ୟମ୍ଭାବୀ ନେଇ ବିଶେଷଜ୍ଞମାନେ ସୂଚନା ଦେବା ପରେ ସର୍ବୋଚ୍ଚ ନ୍ୟାୟାଳୟ ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଆବଶ୍ୟକ ପ୍ରସ୍ତୁତି କରିବାକୁ ନିର୍ଦେଶ ଦେଇଛନ୍ତି। ଗୁରୁବାର…
Read More...

ରଙ୍ଗସ୍ବାମୀ ହେବେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ

ପୁଡୁଚେରୀ : କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ମୁଖ୍ୟମନ୍ତ୍ରୀ ହେବେ ଏଆଇଏନ୍‌ଆରସି ମୁଖ୍ୟ ଏନ୍‌. ରଙ୍ଗସ୍ବାମୀ। ସେ ଶୁକ୍ରବାର ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ସେ ଏକୁଟିଆ ଶପଥ ନେବେ ଏବଂ…
Read More...

ଶୁକ୍ରବାର ରାଶିଫଳ ( ୦୭/୦୫/୨୦୨୨୧

ମେଷ : ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନ ବାହନଯୁକ୍ତ ହୋଇପାରନ୍ତି। ଭୋଗ ବିଳାସରେ ଦିନଟି ଅତିବାହିତ ହୋଇପାରେ। ଅପାର ଗୁଣର ଅଧିକାରୀ ହେବେ। ମନ ପ୍ରସନ୍ନ ରହିବ। ସରକାରୀ ଅର୍ଥ ମିଳିବ। ବୃଷ : ରୋଜଗାର ଆଶାନୁରୂପ…
Read More...

୨୮ରେଳ ଚଳାଚଳ ବାତିଲ କଲା ଉତ୍ତର ରେଳବାଇ

ନୂଆଦିଲ୍ଲୀ/ଭୁବନେଶ୍ବର/କଲକାତା : ଉତ୍ତର ରେଳବାଇ ପକ୍ଷରୁ ଗୁରୁବାର ୨୮ଟି ରେଳଗାଡ଼ିର ଯାତାୟାତ ବାତିଲ କରାଯାଇଛି। ଏଥିମଧ୍ୟରେ ଦୂରନ୍ତ, ରାଜଧାନୀ, ଶତାବ୍ଦୀ ଓ ବନ୍ଦେ ଭାରତ ରେଳ ସାମିଲ ରହିଛି। ଏହି ଗାଡ଼ି ନୂଆଦିଲ୍ଲୀ…
Read More...

ଆଇପିଏଲ୍‌ର ବାକି ମ୍ୟାଚ୍‌ ଅଷ୍ଟ୍ରେଲିଆ କିମ୍ବା ଇଂଲଣ୍ଡରେ?

ନୂଆଦିଲ୍ଲୀ : ଦୁଇ ଦିନରେ ‌ ଆଇପିଏଲ୍‌ ସହ ଜଡ଼ିତ ୧୨ ଜଣ ମହାମାରୀ କରୋନା ସଂକ୍ରମିତ ହେବା ପରେ ଆଇପିଏଲ୍‌କୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଯଦି ଚଳିତବର୍ଷର ଆଇପିଏଲ୍‌ ସମ୍ପୂର୍ଣ୍ଣ ନହୁଏ ; ତେବେ…
Read More...

ଅନ୍ତିମ ବିକଳ୍ପ

ଭାରତର କେତେକ ରାଜ୍ୟରେ କୋଭିଡ୍‌ର ଦ୍ବିତୀୟ ତରଙ୍ଗ ସଂକ୍ରମଣ ଓ ମୃତ୍ୟୁ ଭୟଙ୍କର ସ୍ଥିତି ସୃଷ୍ଟି କରିଥିବାବେଳେ ଓଡ଼ିଶା କ୍ରମଶଃ ସେହି ଆଡ଼କୁ ଦ୍ରୁତ ଧାବମାନ ହେଉଛି। ରାଜ୍ୟର ଦୈନିକ ସଂକ୍ରମଣ ୧୦ ହଜାର ଛୁଇଁଲାଣି ଓ…
Read More...

‘ସେବିକା ସାଜିଛନ୍ତି ଯଶୋଦା’

ବ୍ରହ୍ମପୁର : ଜନ୍ମ ହେବା ମାତ୍ରେ ମା’ କୋଳରୁ ଅଲଗା ହୋଇ ଅନ୍ୟତ୍ର ଚିକିତ୍ସା ପାଇଁ ଚାଲିଗଲା । କିଛି କ୍ଷଣ ପରେ ମା’ ଆଖି ବୁଜିଦେଲା। ଏପଟେ ମୃତ ମହିଳାଙ୍କ ପରିବାରର ସବୁ ସଦସ୍ୟ କୋଭିଡରେ ଆକ୍ରାନ୍ତ ଥିବାରୁ କେହି…
Read More...

ଆନ୍ତର୍ଜାତିକ କ୍ରିକେଟ୍‌ରୁ ତିସାରା ପରେରାଙ୍କ ଅବସର

କଲମ୍ବୋ : ଶ୍ରୀଲଙ୍କା କ୍ରିକେଟ୍‌ ଦଳର ଅଭିଜ୍ଞ ଅଲ୍‌ରାଉଣ୍ଡର ତିସାରା ପରେରା ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ତେବେ ୩୨ ବର୍ଷ ବୟସ୍କ ତିସାରା ସାରାବିଶ୍ବରେ ଟ୍ବେଣ୍ଟି୨୦ ଲିଗ୍ କିମ୍ବା…
Read More...

ଦ୍ରବ୍ୟ ଓ ସେବା କର ସଂଗ୍ରହରେ ସଫଳତା ; ଏପ୍ରିଲରେ ୧୧୨୬.୬୭ କୋଟି ଟଙ୍କା ସଂଗ୍ରହ

ଭୁବନେଶ୍ବର : ରାଜ୍ୟରେ ଦ୍ରବ୍ୟ ଓ ସେବା କର ପ୍ରଚଳନ ହେବା ପରଠାରୁ ଚଳିତ ଆର୍ଥିକ ବର୍ଷ ୨୦୨୧-୨୨ ଏପ୍ରିଲ ମାସରେ ଓଡ଼ିଶା ୧୧୨୬.୬୭ କୋଟି ଟଙ୍କାର କର ସଂଗ୍ରହ କରି ସର୍ବକାଳୀନ ସଫଳତା ହାସଲ କରିଛି। ୨୦୧୯ ମସିହା ଏହି…
Read More...

ଆଇପିଏଲ୍‌-୨୦୨୧ : ଆଜି ମୁମ୍ବଇ ଇଣ୍ଡିଆନ୍‌ସ ଓ ସନ୍‌ରାଇଜର୍ସ ହାଇଦରାବାଦ ମଧ୍ୟରେ ମୁକାବିଲା

ନୂଆଦିଲ୍ଲୀ : ଚଳିତ ଆଇପିଏଲ୍‌ରେ ମଙ୍ଗଳବାର ଦୁଇ ପୂର୍ବତନ ଚମ୍ପିଆନ୍ ମୁମ୍ବଇ ଇଣ୍ଡିଆନ୍‌ସ ଓ ସନ୍‌ରାଇଜର୍ସ ହାଇଦରାବାଦ ମଧ୍ୟରେ ମୁକାବିଲା ହେବ। ଉଭୟ ଦଳଙ୍କ ପାଇଁ ଏହି ମ୍ୟାଚ୍‌ ଯଥେଷ୍ଟ ଗୁରୁତ୍ବପୂର୍ଣ୍ଣ। ତେବେ…
Read More...

ଟିକାକରଣରୁ ୧୧ ଜିଲା ବାଦ୍‍

ଭୁବନେଶ୍ୱର : କୋଭିସିଲଡ ଟିକା ଅଭାବ ଯୋଗୁଁ ରାଜ୍ୟରେ ଟିକାକରଣ ଅଭିଯାନ ଟିକେ ଧିମେଇ ଯାଇଛି। ଏଥିପାଇଁ ମଙ୍ଗଳବାର ୧୧ଟି ଜିଲାରେ ଟିକାକରଣ କାର୍ଯ୍ୟକ୍ରମ ବାତିଲ କରିବାକୁ ପଡ଼ିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ…
Read More...

କେରଳ ବିଧାନସଭାରେ ପ୍ରଥମ ଥର ବସିବେ ଶ୍ବଶୁର-ଜ୍ବାଇଁ

ତିରୁଅନନ୍ତପୁରମ୍‌ : କେରଳ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ପିନାରାଇ ବିଜୟନ୍‌। ଖୁବ୍ ଶୀଘ୍ର ଦଳର ପଲିଟିବ୍ୟୁରୋ ବୈଠକ ଓ ନବନିର୍ବାଚିତ ବିଧାୟକ ଦଳ ବୈଠକ ବସି ନୂଆ ନେତା ନିର୍ବାଚନ କରାଯିବ। ବିଜୟନ ପୁନର୍ବାର…
Read More...

ବାଧ୍ୟତାମୂଳକ ଅବସର ସୁପାରିସରେ ରାଷ୍ଟ୍ରପତିଙ୍କ ମୋହର : ବାବୁ ଅଭୟକାନ୍ତ ବିଦା

ଭୁବନେଶ୍ୱର : କୋଟି କୋଟି ଟଙ୍କାର ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଗିରଫ ହୋଇ ଜେଲରେ ଥିବା ୧୯୮୭ ମସିହାର ଆଇଏଫ୍‍ଏସ୍‍ ଅଧିକାରୀ ଅଭୟକାନ୍ତ ପାଠକଙ୍କୁ ସରକାର…
Read More...

ମଙ୍ଗଳବାର ରାଶିଫଳ (୦୪/୦୫/୨୦୨୧)

ମେଷ : ମନ ପ୍ରସନ୍ନ ରହିବ। ସୁସମ୍ବାଦ ପାଇ ଆନନ୍ଦ ଅନୁଭବ କରିବେ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ଢ଼େର ଉନ୍ନତି ଘଟିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ବିବାଦରେ ବିଜୟୀ ହେବେ। ବୃଷ :…
Read More...

ସମବାୟ ମାଧ୍ୟମରେ ଖରିଫରେ ୯ହଜାର କୋଟି ଟଙ୍କାର ଫସଲ ଋଣ ଯୋଗାଣ ଲକ୍ଷ୍ୟଧାର୍ଯ୍ୟ

ଭୁବନେଶ୍ବର : ଚଳିତ ଖରିଫରେ ରାଜ୍ୟର କୃଷକଙ୍କୁ ସମବାୟ ସଂସ୍ଥା ମାଧ୍ୟମରେ ୯ହଜାର କୋଟି ଟଙ୍କାର ସ୍ୱଳ୍ପ ମିଆଦୀ ଫସଲ ଋଣ ଯୋଗାଇଦେବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। କୃଷି କାର୍ଯ୍ୟ ଆଗେଇ ନେବା ସହ ଖରିଫ ଋଣ ଯୋଗାଣକୁ…
Read More...

ମମତାଙ୍କ ତୃତୀୟ ପାଳି ୫ରୁ ଆରମ୍ଭ

କଲକାତା : ନିର୍ବାଚନରେ ପ୍ରଚଣ୍ଡ ବିଜୟ ହାସଲ କରିବା ପରେ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ କ୍ରମାଗତ ତୃତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ଆସନ୍ତା ୫, ବୁଧବାର ସେ ତାଙ୍କର ତୃତୀୟ ପାଳି…
Read More...

କେନ୍ଦ୍ର, ରାଜ୍ୟ ସରକାରଙ୍କୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପରାମର୍ଶ : ଲୋକଙ୍କ ହିତ ପାଇଁ ସମ୍ପୂର୍ଣ୍ଣ ତାଲାବନ୍ଦ କରାଯାଉ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢିଚାଲିଥିବାବେଳେ ହଜାର ହଜାର ଲୋକ ଏଥିରେ ପ୍ରାଣ ହରାଉଛନ୍ତି। ସଂକ୍ରମଣ ରୋକିବା ଓ ଲୋକଙ୍କ ଜୀବନ ବଞ୍ଚାଇବା ଲାଗି ଦେଶରେ ସମ୍ପୂର୍ଣ୍ଣ ତାଲାବନ୍ଦ କରିବାକୁ…
Read More...

ଆଇପିଏଲ୍‌-୨୦୨୧ : ଆଜି ବାଙ୍ଗାଲୋର ଓ କଲକାତା ମଧ୍ୟରେ ମୁକାବିଲା

ଅହମ୍ମଦାବାଦ୍‌ : ଆଇପିଏଲ୍‌ରେ ସୋମବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କଲକାତା ନାଇଟ୍‌ ରାଇଡର୍ସ ମୁହାଁମୁହିଁ ହେବେ। ଇଓନ ମୋର୍ଗାନଙ୍କ ନେତୃତ୍ବାଧିନ କଲକାତା ନାଇଟ୍‌ ରାଇଡର୍ସ ପ୍ରଥମ ରାଉଣ୍ଡ ମ୍ୟାଚରେ…
Read More...

କରୋନା ଆକ୍ରାନ୍ତଙ୍କ ପାଇଁ ଦେବଦୂତ ସାଜିଲେ ସୋନୁ ସୁଦ୍ : ପ୍ଲାଜମା ଦେଇ ଦେଖାଇଲେ ମହାନତା

ରାୟଗଡ଼ା : ପୁଣିଥରେ ସହାୟତାର ହାତ ବଢ଼ାଇ ମାନବିକତାର ପରିଚୟ ଦେଇଛନ୍ତି ଦେଶର ଜଣାଶୁଣା ସମାଜସେବୀ ତଥା ବଲିଉଡ୍ ଅଭିନେତା ସୋନୁ ସୁଦ୍ । ରାୟଗଡ଼ାର ଜଣେ କରୋନା ଆକ୍ରାନ୍ତଙ୍କୁ ଆଜି ସେ ପ୍ଲାଜମା ଦାନ କରିଛନ୍ତି ସୋନୁ।…
Read More...

ଆଜିଠୁ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକାକରଣ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଘୋଷଣାକ୍ରମେ ଆଜିଠାରୁ ୧୮ରୁ ୪୪ବର୍ଷ ବୟସ୍କଙ୍କୁ ରାଜଧାନୀରେ ମାଗଣା ଟିକାକରଣ କରାଯିବ। ଏଥିନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ର ଓ ସ୍ୱତନ୍ତ୍ର ସମୟ…
Read More...

ମାଟ୍ରିକ ମୂଲ୍ୟାୟନ ନେଇ ଅନିଶ୍ଚିତତା

ଭୁବନେଶ୍ୱର : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ବାତିଲ ହୋଇଥିବା ବେଳେ କିଭଳି ମୂଲ୍ୟାୟନ ହେବ ସେନେଇ ଏଯାବତ୍‍ କୌଣସି ନିଷ୍ପତ୍ତି ନିଆଯାଇପାରିନି। ଇତିମଧ୍ୟରେ କେନ୍ଦ୍ରୀୟ…
Read More...

ଲାଲ ବଳୟରେ ୧୯ ଜିଲା

ଭୁବନେଶ୍ୱର : ରାଜ୍ୟରେ କରୋନା ମହାମାରୀର ଢ଼େଉ ଉପର ତଳ ହେଉଛି। କେତେବେଳେ ଆଖି ଖୋସି ଦେବାଭଳି ରେକର୍ଡ ସଂଖ୍ୟକ ଆକ୍ରାନ୍ତ ବାହାରୁଛନ୍ତି ତ, ଆଉ କେତେବେଳେ ମୃତ୍ୟୁ ସଂଖ୍ୟା ବଢ଼ିଯାଉଛି। ଏପ୍ରିଲରେ ଲକ୍ଷାଧିକ ଆକ୍ରାନ୍ତ…
Read More...

ବଜ୍ରପାତ ପାଇଁ ୮ ଜିଲାକୁ ମଧ୍ୟମ ଚେତାବନୀ

ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ୪ଦିନ ପର୍ଯ୍ୟନ୍ତ କାଳବୈଶାଖୀ ଅନୁଭୂତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ପ୍ରାୟ ସ୍ଥାନରେ ସର୍ବାଧିକ ତାପମାତ୍ରା ଖସିବ। ତେବେ ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ପ୍ରଭାବ ଅଧିକ…
Read More...

ପୁଣି ବିଗିଡ଼ିଯିବ ରାଜ୍ୟ ଅର୍ଥନୀତି

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଯିବାବେଳେ ରାଜ୍ୟ ସରକାର ଶେଷ ମୁହୂର୍ତ୍ତରେ ତାଙ୍କର ଶେଷ ଅସ୍ତ୍ର ତାଲାବନ୍ଦ ଘୋଷଣା କରିବାକୁ ଏକପ୍ରକାର ବାଧ୍ୟ ହୋଇଛନ୍ତି। ସରକାର ଜୀବିକା ଅପେକ୍ଷା ଜୀବନ…
Read More...

ବଟ୍‌ଲରଙ୍କ ଶତକ ; ରାଜସ୍ଥାନର ୩ୟ ବିଜୟ

ନୂଆଦିଲ୍ଲୀ : ଚଳିତ ଆଇପିଏଲ୍‌ରେ ତା’ର ୭ମ ମ୍ୟାଚ୍‌ରେ ୩ୟ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍‌ସ। ଓପ୍‌ନର ଜୋସ୍‌ ବଟ୍‌ଲରଙ୍କ ଶତକ ବଳରେ ରବିବାର ପ୍ରଥମ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦରାବାଦକୁ ସହଜରେ ୫୫ ରନ୍‌ରେ…
Read More...

ମମତା, ଷ୍ଟାଲିନ୍‌, ବିଜୟନଙ୍କୁ ମୋଦୀଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସର ବିପୁଳ ବିଜୟ ପାଇଁ ଦଳର ମୁଖ୍ୟ ମମତା ବାନାର୍ଜୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ସେହିପରି ତାମିଲନାଡୁ ବିଧାନସଭା…
Read More...

ସୋମବାର ରାଶିଫଳ (୦୩/୦୫/୨୦୨୧)

ମେଷ: କର୍ମଚଞ୍ଚଳ ରହିବେ। କୁଳ ଉଜ୍ଜ୍ୱଳକାରୀ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ। ପାରିବାରିକ ସୁଖ ମିଳିବ। ବୃଷ:…
Read More...

୫୦ବର୍ଷ ପରିଶ୍ରମର ପୁରସ୍କାର ମିଳିଛି : ଷ୍ଟାଲିନ

ଚେନ୍ନଇ : ତାମିଲନାଡୁ ବିଧାନସଭା ଆସନରେ ଡିଏମ୍‌କେର ବିପୁଳ ବିଜୟ ପରେ ଦଳର ମୁଖ୍ୟ ଏମ୍‌କେ ଷ୍ଟାଲିନ ମତଦାତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହା ସହିତ ଦଳପ୍ରତି ସମର୍ଥନ ଜଣାଇଥିବା ବିଭିନ୍ନ ଦଳର ଜାତୀୟସ୍ତରର ନେତାଙ୍କୁ…
Read More...

ରାଜ୍ୟରେ ବଢ଼ୁଛି ବାଲ୍ୟବିବାହ ଅଭିଯୋଗ : ତିନି ମାସରେ ରୋକାଯାଇଛି ୫୭୩

ଭୁବନେଶ୍ୱର : ରାଜ୍ୟରେ ଶିଶୁଙ୍କ ସୁରକ୍ଷା ପାଇଁ ଶିଶୁ ଅଧିକାର ଆଇନ ଓ ବାଲ୍ୟବିବାହ ନିଷେଧ ଆଇନ ଥାଇ ମଧ୍ୟ ରାଜ୍ୟରେ ବାଲ୍ୟ ବିବାହର ପରିମାଣ ବୃଦ୍ଧି ପାଇଛି ବୋଲି ଏକ ସର୍ବେକ୍ଷଣରୁ ଜଣାପଡ଼ିଛି। ତେବେ ୧୫ଟି ଜିଲାରେ…
Read More...

ଅଗ୍ରୱାଲଙ୍କ ୯୯* ନିଷ୍ଫଳ ; ପଞ୍ଜାବକୁ ହରାଇ ଶୀର୍ଷରେ ଦିଲ୍ଲୀ

ଅହମ୍ମଦାବାଦ : ଚଳିତ ଆଇପିଏଲ୍‌ରେ ରବିବାର ସନ୍ଧ୍ୟାର ମ୍ୟାଚ୍‌ରେ ବିଜୟୀ ହୋଇଛି ଦିଲ୍ଲୀ କ୍ୟାପିଟାଲ୍‌ସ। ପଞ୍ଜାବ କିଙ୍ଗ୍‌ସକୁ ୭ ୱିକେଟରେ ହରାଇ ଦିଲ୍ଲୀ ୬ଷ୍ଠ ବିଜୟ ହାସଲକରି ୧୨ ପଏଣ୍ଟ ସହ ଶୀର୍ଷସ୍ଥାନକୁ ଉନ୍ନୀତ…
Read More...

ବାଡ଼ି ପଛ ପଟେ କୃଷ୍ଣଗହ୍ବର !

ଅବଶ୍ୟ ଠିକ୍ ଆପଣଙ୍କ ବାଡ଼ି ପଛ ପଟେ ନୁହେଁ, ତେବେ ଅଧ୍ୟୟନ ସୂଚେଇ ସାରିଲାଣି ଯେ ଆମଠୁ ୫୫ ନିୟୁତ ଆଲୋକ ବର୍ଷ ଦୂରରେ (ଆମ) ନିଜ ସୌର ମଣ୍ଡଳକୁ ଗୋଟାପଣେ ଗିଳି ଦେବା ପାଇଁ ସକ୍ଷମ ଏକ ପ୍ରକାଣ୍ଡ କୃଷ୍ଣ ଗହ୍ବର (ବ୍ଳାକ୍…
Read More...

ନ୍ୟାୟିକ ବ୍ୟବସ୍ଥାରେ ମହିଳା ସଶକ୍ତୀକରଣ

ଭାରତୀୟ ନ୍ୟାୟିକ ବ୍ୟବସ୍ଥାରେ ମହିଳାଙ୍କ କମ୍‌ ଭାଗିଦାରିତା ଚିନ୍ତାଜନକ ; ଏଥିପ୍ରତି ଗୁରୁତ୍ବ ଦେବାର ସମୟ ଆସିଛି ସମାଜର ପ୍ରଗତି ସର୍ବଦା ମହିଳାଙ୍କ ପ୍ରଗତି ଉପରେ ନିର୍ଭର କରେ। ଏହା ଆମ ସମ୍ବିଧାନ ପ୍ରଣେତା…
Read More...

ଆଇପିଏଲ୍‌ରେ ଗୋଟିଏ ଓଭରରେ ୬ ଚୌକା ; ପୃଥ୍ବୀ ୨ୟ ବ୍ୟାଟ୍‌ସମ୍ୟାନ

ଅହମ୍ମଦାବାଦ : ଆଇପିଏଲ୍‌ରେ ୨ୟ ବ୍ୟାଟ୍‌ସମ୍ୟାନ୍ ଭାବେ ଏକ ଓଭରରେ ୬ଟି ଯାକ ବଲ୍‌ରେ ଚୌକା ମାରିଛନ୍ତି ଦିଲ୍ଲୀ କ୍ୟାପିଟାଲ୍‌ସର ଓପ୍‌ନର ପୃଥ୍ବୀ ସ’। ଗୁରୁବାର କଲକାତା ନାଇଟ ରାଇଡର୍ସ (କେକେଆର୍‌) ବିପକ୍ଷ ମ୍ୟାଚ୍‌ରେ…
Read More...

ସ୍ବାଗତଯୋଗ୍ୟ ପଦକ୍ଷେପ : ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଜରୁରୀ

ମାଡ୍ରାସ ଉଚ୍ଚ ନ୍ୟାୟାଳୟର ତୀବ୍ର ଭର୍ତ୍ସନା ଓ ସମାଲୋଚନା ପରେ ଭାରତର ନିର୍ବାଚନ ଆୟୋଗ ଆଗାମୀ ମେ ୨ରେ ଚାରିଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଫଳ ଘୋଷଣା ହେବାକୁ ଥିବାବେଳେ…
Read More...

ଆଇପିଏଲର ଆଜିର ମ୍ୟାଚ : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ପଞ୍ଜାବ କିଙ୍ଗ୍‌ସ

ଅହମ୍ମଦାବାଦ : ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଲୋକେଶ ରାହୁଲଙ୍କ ନେତୃତ୍ବାଧିନ ପଞ୍ଜାବ କିଙ୍ଗ୍‌ସ ଏଠାରେ ଶୁକ୍ରବାର ଚଳିତ ଆଇପିଏଲର ୨୬ତମ ମ୍ୟାଚରେ ମୁହାଁମୁହିଁ ହେବେ। ଉଭୟ ଦଳଙ୍କ ଏହା ପ୍ରଥମ…
Read More...

ବଙ୍ଗ, କେରଳ ଓ ଆସାମରେ ସ୍ଥିର ; ବଦଳିବ ତାମିଲନାଡୁ ଓ ପୁଡୁଚେରୀ ସରକାର

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଓ ପୁଡୁଚେରୀ ବିଧାନସଭା ନିର୍ବାଚନ ନିମନ୍ତେ ମତଦାନ ଶେଷ ହୋଇଛି। ମତଦାନ ଶେଷ ପରେ ଗୁରୁବାର ମତଦାତାଙ୍କ ମତାମତ (ବୁଥ୍‌ ଫେରନ୍ତା ମତ) ଆଧାରରେ ଏହିସବୁ ରାଜ୍ୟ ଓ…
Read More...

ସରକାରଙ୍କ ପ୍ରତିଶ୍ରୁତି ; ‘ମିଳିବ ୫୦ ଲକ୍ଷର ଆର୍ଥିକ ସହାୟତା’

ଭୁବନେଶ୍ବର : କରୋନା ମହାମାରୀରେ ଯେଉଁ ଯୋଦ୍ଧା ମୃତ୍ୟୁବରଣ କରିବେ ସେମାନଙ୍କ ପରିବାର ଓ ନିକଟ ସମ୍ପର୍କୀୟଙ୍କୁ ନିଶ୍ଚିତ ଭାବେ ଆର୍ଥିକ ସହାୟତା ସରକାର ଯୋଗାଇ ଦେବେ। ଭାରତ ସରକାର ଦିଅନ୍ତୁ କିମ୍ବା ନ ଦିଅନ୍ତୁ, ରାଜ୍ୟ…
Read More...

ସଙ୍ଗରୋଧ ଚିକିତ୍ସା ପଦ୍ଧତି : କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ନୂଆ ମାର୍ଗଦର୍ଶିକା

ନୂଆଦିଲ୍ଲୀ : ଲକ୍ଷଣ ନଥିବା କିମ୍ବା ସାମାନ୍ୟ ଲକ୍ଷଣ ଥିବା କରୋନା ସଂକ୍ରମିତଙ୍କୁ ଗୃହ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଉଛି। ତେବେ ଏହି ଗୃହ ସଙ୍ଗରୋଧରେ ରହିବା ସମୟରେ ସଂକ୍ରମିତ ବ୍ୟକ୍ତି କି ପ୍ରକାର ଉପଚାର…
Read More...

କରୋନା କାରୁଣ୍ୟ : ଆସିଲେନି ଜାତି ଭାଇ ଦୁଇଚକିଆରେ ବାପାଙ୍କ ଶବକୁ ନେଲେ ୨ ପୁଅ

ବେଲପଡ଼ା : କରୋନା ନେଇ ଏବେ ଅଜଣା ଭୟ ଓ ଆତଙ୍କ ଲୋକଙ୍କ ମଧ୍ୟରେ ରହିଛି। ସ୍ଥିତି ଏପରି ହୋଇଛି ଯେ କରୋନା ଆଶଙ୍କାରେ ଜାତିଭାଇ ଦାହ କରିବାକୁ ଆସୁନାହାନ୍ତି। ଫଳରେ ଶବକୁ ଚାରି କାନ୍ଧ ମଧ୍ୟ ମିଳି ପାରୁନାହିଁ। ତେଣୁ…
Read More...

ପୃଥ୍ବୀଙ୍କ ବିସ୍ଫୋରକ ବ୍ୟାଟିଂ ; ଦିଲ୍ଲୀର ସହଜ ବିଜୟ

ଅହମ୍ମଦାବାଦ : ଆଇପିଏଲ୍‌ରେ ଗୁରୁବାର ସନ୍ଧ୍ୟାର ମ୍ୟାଚ୍‌ରେ ସହଜ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍‌ସ। ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ପରେ ପୃଥ୍ବୀ ସ’ଙ୍କ ବିସ୍ଫୋରକ ଇନିଂସ ବଳରେ କଲକାତା ନାଇଟ୍‌ ରାଇଡର୍ସ…
Read More...

ଶୁକ୍ରବାର ରାଶିଫଳ ( ୩୦/୦୪/୨୦୨୧)

ମେଷ :  ଶାରୀରିକ ଦୁର୍ବଳତା ଯୋଗୁଁ ଅସୁଖୀ ହୋଇପାରନ୍ତି। ଆର୍ଥିକ ସଙ୍କଟରେ ପଡ଼ି ପାରନ୍ତି। ଭାଇମାନଙ୍କ ଠାରୁ ସ୍ନେହ ଶ୍ରଦ୍ଧା ମିଳିବ। ସାମର୍ଥ୍ୟର ପରିପ୍ରକାଶ ଘଟାଇବାରେ ପାରଙ୍ଗମ ହେବେ। ଗୁଣଜ୍ଞ ହେବେ। ଚତୁର…
Read More...

୧୮ବର୍ଷରୁ ଊର୍ଦ୍ଧ୍ବଙ୍କୁ ଟିକା ଯୋଗାଣ ନେଇ ସ୍ପଷ୍ଟ କରୁନାହାନ୍ତି ‘ସେରମ୍’ ଓ ‘ବାୟୋଟେକ୍’ : ପୁଣି ଚିଠି ଲେଖିଲେ…

ଭୁବନେଶ୍ବର : ୧୮ରୁ ୪୪ବର୍ଷ ବୟସ୍କ ଯୁବପିଢ଼ି ଏବେ ଟିକା ପାଇଁ ବ୍ୟାକୁଳ; ହେଲେ କେବେ ଟିକା ପାଇବେ ତା’ର କିଛି ଠିକଣା ନାହିଁ। ଭାରତ ସରକାରଙ୍କ ପକ୍ଷରୁ ଟିକାକରଣରେ ବୟସ କୋହଳ କରାଗଲା ସତ; ମାତ୍ର ରାଜ୍ୟରେ ଆବଶ୍ୟକ…
Read More...

ଭାରତ ପାଇଁ ୭୦୦୦ ଅମ୍ଳଜାନ ସାନ୍ଦ୍ରକ, କରୋନା ପରୀକ୍ଷା ଯନ୍ତ୍ର, କରୋନା ପୋଷାକ ଅଧିଗ୍ରହଣ କଲା ଜାତିସଂଘ

ନ୍ୟୁୟର୍କ : କରୋନା ମହାମାରୀର ମୁକାବିଲା ଦିଗରେ ଭାରତକୁ ସହାୟତା ନିମନ୍ତେ ହାତ ବଢାଇଛନ୍ତି ଜାତିସଂଘର ବିଭିନ୍ନ ଅନୁବନ୍ଧିତ ସଂଗଠନ। ଭାରତକୁ ସହାୟତା ନିମନ୍ତେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ’), ଜାତିସଂଘ ଶିଶୁ…
Read More...

ଲକ୍ଷଣ ବିହୀନ ବା ସାମାନ୍ୟ ଲକ୍ଷଣ ଥିଲେ କାମ ଦେଉଛି : ଆୟୁର୍ବେଦିକ ଔଷଧ ‘ଆୟୁଷ-୬୪’

ନୂଆଦିଲ୍ଲୀ : ଲକ୍ଷଣ ନଥିବା କିମ୍ବା ସାମାନ୍ୟ ଲକ୍ଷଣ ଥିବା କରୋନା ସଂକ୍ରମିତଙ୍କ ଚିକିତ୍ସା କ୍ଷେତ୍ରରେ ଆୟୁର୍ବେଦିକ ଔଷଧ ଆୟୁଷ ୬୪ ବେଶ ପ୍ରଭାବଶାଳୀ ହେଉଥିବା ଆୟୂଷ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର କୁହାଯାଇଛି।…
Read More...

ରାଜସ୍ଥାନର ୪ର୍ଥ ପରାଜୟ; ମୁମ୍ବଇର ୩ୟ ବିଜୟ

ଦିଲ୍ଲୀ : ଚଳିତ ଆଇପିଏଲ୍‌ରେ ଗୁରୁବାର ପ୍ରଥମ ମ୍ୟାଚ୍‌ରେ  ୫ ଥର ଏହି ଟାଇଟଲ ଜିତିଥିବା ମୁମ୍ବଇ ଇଣ୍ଡିଆନ୍‌ସ ବିଜୟୀ ହୋଇଛି । କ୍ବିଣ୍ଟନ୍ ଡି କକ୍‌ଙ୍କ ଅପରାଜିତ ଇନିଂସ ବଳରେ ରାଜସ୍ଥାନ ରୟାଲ୍‌ସକୁ ୭ ୱିକେଟରେ…
Read More...

ତନ୍ଦ୍ରାଲୋକର ଅତନ୍ଦ୍ର ପ୍ରହରୀ : ବ୍ୟାଖ୍ୟାକାର ମନୋଜ ଦାସଙ୍କ ତିରୋଧାନ ଏକ ଅପୂରଣୀୟ କ୍ଷତି

ବିଶ୍ବ ସାହିତ୍ୟର ଦିଗ୍‌ଦର୍ଶକ ସ୍ରଷ୍ଟା, ‘ଆଧୁନିକ ବିଷ୍ଣୁ ଶର୍ମା’, ଆନ୍ତର୍ଜାତିକ ମଞ୍ଚରେ ଓଡ଼ିଆ ଓ ଭାରତୀୟ ସଂସ୍କୃତିର ପ୍ରଥିତଯଶା ବ୍ୟାଖ୍ୟାକାର, ଅଧ୍ୟାତ୍ମ ଜଗତର ଅଦ୍ବିତୀୟ ଅନ୍ବେଷକ ମନୋଜ ଦାସଙ୍କ ତିରୋଧାନ କେବଳ…
Read More...

ମନ୍ମଥ-ମନୋଜଙ୍କ ବାସଭବନ ହେବ ଇତିହାସ ଓ ସାହିତ୍ୟର ମିଳନସ୍ଥଳୀ

ଚନ୍ଦନେଶ୍ୱର : ପଦ୍ମଭୂଷଣ ମନୋଜ ଦାସଙ୍କ ଅବର୍ତମାନରେ ସମଗ୍ର ଦେଶ ଅତ୍ୟନ୍ତ ମ୍ରିୟମାଣ। ଏଥିପାଇଁ ବିଭିନ୍ନ ମହଲରୁ ଭାବପୂର୍ଣ୍ଣ ଶୋକବାର୍ତ୍ତାର ସୁଅ ଛୁଟୁଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ…
Read More...

୯ ନୂତନ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ

ଭୁବନେଶ୍ବର : ରାଜ୍ୟରେ ୨୫୭୦କୋଟି ୫୪ଲକ୍ଷ ଟଙ୍କା ବିନିଯୋଗରେ ୯ଟି ନୂତନ ଶିଳ୍ପ ପ୍ରକଳ୍ପ ପ୍ରତିଷ୍ଠା ହେବ। ଏହି ସମସ୍ତ ଶିଳ୍ପ ପ୍ରକଳ୍ପରେ ୨୭୫୫ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ବୁଧବାର ମୁଖ୍ୟସଚିବ ସୁରେଶ…
Read More...

ଆଜି ୧୨ ଜିଲାରେ ଟିକାକରଣ ବନ୍ଦ

ଭୁବନେଶ୍ବର : ବୁଧବାର ସୁଦ୍ଧା ରାଜ୍ୟରେ ଟିକାକରଣ  ୫୭ ଲକ୍ଷ ୪୮ ହଜାର ୭୬୯ରେ ପହଞ୍ଚିଛି। ଆଜି ୪୬୯ଟି କେନ୍ଦ୍ରରେ ୪୩ ହଜାର ୮୫୩ ହିତାଧିକାରୀଙ୍କୁ ଟିକା ଦିଆଯାଇଥିଲା। ଏମାନଙ୍କ ମଧ୍ୟରେ ୨୨ ହଜାର ୪୭୫ ଜଣ ୪୫ ବର୍ଷରୁ…
Read More...

ଉଚ୍ଚନ୍ୟାୟାଳୟରେ ସିଧା ମାମଲା ନ କରି ଦୌରା ଅଦାଲତଙ୍କ ଦ୍ବାରସ୍ଥ ହେବେ ପକ୍ଷ

କଟକ : ଏଣିକି ପକ୍ଷମାନେ ଆଗୁଆ ଜାମିନ ପ୍ରସଙ୍ଗରେ ସିଧାସଳଖ ଉଚ୍ଚନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇ ପାରିବେ ନାହିଁ। ପ୍ରଥମେ ଜିଲା ଓ ଦୌରା ଅଦାଲତରେ ଆଗୁଆ ଜାମିନ ଆବେଦନ ଦାୟର କରାଯିବ। ପରେ ଆବଶ୍ୟକ ସ୍ଥଳେ…
Read More...

ବିଶ୍ବ ଦୌଡ଼କୁଦ ରିଲେ : ଭାରତୀୟ ଦଳ ଓହରିଲା

ନୂଆଦିଲ୍ଲୀ : ପୋଲାଣ୍ଡର ସିଲସିଆରେ ଆସନ୍ତା ମେ’ ୧ ଓ ୨ରେ ଅଲିମ୍ପିକ୍‌ସ ଯୋଗ୍ୟତାପର୍ୟ୍ୟାୟ ବିଶ୍ବ ରିଲେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଅଂଶଗ୍ରହଣ କରିବାରୁ ଭାରତୀୟ ​ ପୁରୁଷ ଓ ମହିଳା ରିଲେ ଦଳ ବଞ୍ଚିତ…
Read More...

ଆଇସିସି ଟି-୨୦ ବ୍ୟାଟିଂ ମାନ୍ୟତା : କୋହଲି ୫ମ ସ୍ଥାନରେ ସ୍ଥିର

ଦୁବାଇ : ସଦ୍ୟ ପ୍ରକାଶିତ ଆଇସିସି ଟ୍ବେଣ୍ଟି-୨୦ ବ୍ୟାଟିଂ ମାନ୍ୟତାରେ ଭାରତୀୟ ଅଧିନାୟକ ବିରାଟ କୋହଲି ୫ମ ସ୍ଥାନ ବଜାୟ ରଖିଛନ୍ତି। ଅନ୍ୟପକ୍ଷରେ ଭାରତୀୟ ଓପ୍‌ନର କେ.ଏଲ୍‌. ରାହୁଲ ପୂର୍ବପରି ୭ମ ସ୍ଥାନ ବଜାୟ…
Read More...

ଗୋଷ୍ଠୀ ସଂକ୍ରମଣମୁହାଁ ରାଜଧାନୀ

ଭୁବନେଶ୍ବର : କରୋନା ସଂକ୍ରମଣ ରାଜଧାନୀରେ ଅଣାୟତ୍ତ ସ୍ଥିତିକୁ ମୁହାଁଇଲାଣି ତଥାପି ଲୋକେ ଚେତୁନାହାନ୍ତି। କେବଳ ରାତ୍ରିକାଳୀନ ସାନ୍ଧ୍ୟ ଆଇନ ଏବଂ ତାଲାବନ୍ଦ ଭଳି କଟକଣାକୁ ଛାଡ଼ିଦେଲେ ବାକି ସମୟ ବଜାରଘାଟରେ ଅସମ୍ଭାଳ…
Read More...

୧୫୦ ଜିଲାରେ ହୋଇପାରେ ସମ୍ପୂର୍ଣ୍ଣ ତାଲାବନ୍ଦ

ନୂଆଦିଲ୍ଲୀ : ଦେଶର ୧୫୦ଟି ଜିଲାରେ କରୋନା ସଂକ୍ରମଣ ଦ୍ରୁତ ବେଗରେ ମାଡିଚାଲିଛି। ଏହିସବୁ ଜିଲାରେ ସଂକ୍ରମଣ ରୋକିବାକୁ ଆଗାମୀ ଦିନରେ ସମ୍ପୂର୍ଣ୍ଣ ତାଲାବନ୍ଦ ଭଳି ପଦକ୍ଷେପ ନିଆଯିବାର ଆଶଙ୍କା ରହିଛି। ସଂକ୍ରମଣ…
Read More...

ଆଖିଦେଇ ପ୍ରବେଶ କରୁଛି ଭୂତାଣୁ

ଭୁବନେଶ୍ବର : କରୋନା ଭୂତାଣୁ ଦ୍ବିତୀୟ ଲହରରେ ଦେଶରେ ଦୈନିକ ନୂଆ ମାମଲା ୩ ଲକ୍ଷ ୪୦ ହଜାର ଉପରେ ଚିହ୍ନଟ କରାଯାଉଛି। ଅନୁରୂପ ଭାବେ ରାଜ୍ୟରେ ଦୈନିକ ୬ ହଜାରରୁ ଉଠି ଏବେ ୮ ହଜାର ଡେଇଁଲାଣି। ଆକ୍ରାନ୍ତ ଏକାଧିକ ରୋଗରେ…
Read More...

ରାଜଧାନୀରେ ହାୱାଲା କାରବାର : ହୋଟେଲ କୋଠରିରୁ ୧ କୋଟି ଜବତ

ଭୁବନେଶ୍ବର : ରାଜଧାନୀରେ ଚାଲିଥିଲା ହାୱାଲା କାରବାର। ହେଲେ ଏସମ୍ପର୍କରେ କାହା ପାଖରେ ଖବର ନଥିଲା। ଏୟାରପୋର୍ଟ ଥାନା ଅଧୀନ ଏକ ଓୟୋ ହୋଟେଲ୍‌କୁ ଭଡ଼ାରେ ନେଇ କିଛି ଲୋକ ଏହି ହାୱାଲା କାରବାର ଚଳାଉଥିଲେ। ଏହି ହାୱାଲା…
Read More...

ଗୁରୁବାର ରାଶିଫଳ (୨୯/୦୪/୨୦୨୧)

ମେଷ : ଭୋଜନରେ ଅଶାନ୍ତି ଉପୁଜି ପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ୱାଭିମାନର ସହ ଚଳିବେ। ଭାଗୁଆଳି ବ୍ୟବସାୟ ଥିଲେ ସାମାନ୍ୟ ମାତ୍ରାର ଲାଭ ମିଳିବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବେ।…
Read More...

କ୍ରମାଗତ ୫ମ ବିଜୟ ସହ ଚେନ୍ନଇ ଶୀର୍ଷରେ

ଦିଲ୍ଲୀ : ଚଳିତ ଆଇପିଏଲ୍‌ରେ ପ୍ରଥମ ମ୍ୟାଚ୍‌ ହାରିବା ପରେ କ୍ରମାଗତ ୫ମ ବିଜୟ ହାସଲ କରିଛି ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ)। ଏହାସହ ସିଏସ୍‌କେ ପଏଣ୍ଟ ତାଲିକାର ଶୀର୍ଷରେ ପହଞ୍ଚିଛି। ବୁଧବାର ଫାଫ୍ ଡୁ ପ୍ଲେସି ଓ…
Read More...

ଟିକା ପାଇଁ ନାମ ପଞ୍ଜୀକରଣ କରିବାକୁ ଭିଡ : ଘଣ୍ଟାକରେ ୩୫ଲକ୍ଷ, ଦିନକରେ ୭୯ଲକ୍ଷ

ନୂଆଦିଲ୍ଲୀ : କରୋନା ଟିକା ନେବା ଲାଗି ନାମ ପଞ୍ଜୀକରଣ କରିବାକୁ ଉଦ୍ଦିଷ୍ଟ କୋ-ୱିନ ୱେବ୍‌ସାଇଟ୍‌ରେ ଅଚଳାବସ୍ଥା ଦେଖାଯାଇଥିବାବେଳେ ଆରୋଗ୍ୟ ସେତୁ ଆପ୍‌ରେ ତ୍ରୁଟି ଦେଖାଯାଇଛି। ବୁଧବାର ଅପରାହ୍ଣ ୪ଟାରୁ ନାମ ପଞ୍ଜୀକରଣ…
Read More...

ମହାମାରୀ ସମୟରେ ଆର୍ଥିକ ନୀତି

ଏପ୍ରିଲ ୧୩ରେ ରାଇସିନା ସଂଳାପରେ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ କୋଭିଡ -୧୯ ମହାମାରୀ ଏକ ବିଶ୍ୱ ବ୍ୟବସ୍ଥାକୁ ନୂତନ ରୂପ ଦେବା ପାଇଁ ସୁଯୋଗ ସୃଷ୍ଟି କରିଛି। ଭାରତ ଏହାର ୧୩୦ କୋଟି…
Read More...

ଟିକା ଦ୍ବନ୍ଦ୍ବ

ଆଗାମୀ ମେ ପହିଲାରୁ ୧୮ ବର୍ଷରୁ ଊର୍ଦ୍ଧ୍ବ ବୟସର ସମସ୍ତଙ୍କର କୋଭିଡ଼ ଟିକାକରଣ ନିମନ୍ତେ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିବା ପରେ ରବିବାର ଓଡ଼ିଶା ସରକାର ନିଜ ଖର୍ଚ୍ଚରେ ରାଜ୍ୟରେ ମାଗଣା ଟିକା ଦେବାକୁ ଘୋଷଣା…
Read More...

ଆଇପିଏଲ୍‌ରେ କରୋନାର କଳାବାଦଲ : ଅଶ୍ବିନ, ୩ ଅଷ୍ଟ୍ରେଲୀୟ ଘରକୁ ଫେରିଗଲେ

ନୂଆଦିଲ୍ଲୀ : ଚଳିତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)ରେ ଖେଳାଳି, ଅଧିକାରୀ ଓ କର୍ମଚାରୀ ଜୈବ ନିରାପତ୍ତା ବଳୟରେ ରହିଛି। ତଥାପି ମହାମାରୀ କରୋନା ସଂକ୍ରମଣର ଭୟ ଏହି ବଳୟକୁ ଭେଦକରି ଖେଳାଳିଙ୍କ ପାଖରେ ପହଞ୍ଚି…
Read More...

କରୋନା କାଳରେ ସୁଦୃଢ ରହନ୍ତୁ

କରୋନାର ଦ୍ବିତୀୟ ଲହରୀ ସମଗ୍ର ବିଶ୍ବକୁ ଆକ୍ରାନ୍ତ କରିଛି। ଏଥିରୁ ଜନସାଧାରଣଙ୍କୁ ସୁରକ୍ଷିତ ରଖିବା ପାଇଁ ସରକାର ପୁଣି ତାଲାବନ୍ଦ, ରାତି କର୍ଫ୍ୟୁ ପରି ଉପାୟ ଗ୍ରହଣ କରିବା ଆରମ୍ଭ କରିଛନ୍ତି। ଟିକାକରଣ ଏବଂ ମହାମାରୀ…
Read More...

ଦୈନିକ ସଂକ୍ରମଣ ୪.୪ ଲକ୍ଷ ଛୁଇଁବ

-ଚିନ୍ତା ବଢ଼ାଇଛି ବ୍ରାଜିଲ ଓ ଦ.ଆଫ୍ରିକା ଭୂତାଣୁ -ନିୟୋଜିତ ହେବେ ଅବସରପ୍ରାପ୍ତ ସେନା ସ୍ବାସ୍ଥ୍ୟ କର୍ମଚାରୀ -୧୦ ରାଜ୍ୟରେ ସଂକ୍ରମଣ ଓ ମୃତ୍ୟୁ ସ୍ଥିତି ଚିନ୍ତାଜନକ ନୂଆଦିଲ୍ଲୀ : କରୋନାର ଭୟଙ୍କର ରୂପ ଆହୁରି…
Read More...

ଟିକା ନିୟମ କୋହଳ

ଭୁବନେଶ୍ବର : ଯଦି ଆପଣ ଘରୋଇ ଡାକ୍ତରଖାନାରେ ପ୍ରଥମ ପାନ ଟିକା ନେଇଛନ୍ତି ତେବେ ଚାହିଲେ ଦ୍ବିତୀୟ ପାନ ସରକାରୀ ଡାକ୍ତରଖାନାରେ ନେଇପାରିବେ। ଏପରିକି ଯଦି କେହି ପ୍ରଥମ ପାନ ନେବା ପରେ ବି ସଂକ୍ରମିତ ହୋଇଛନ୍ତି, ତାହେଲେ…
Read More...

ଭାରତକୁ ୧୫ ରାଷ୍ଟ୍ରର ସହାୟତା ଘୋଷଣା

ନୂଆଦିଲ୍ଲୀ : କରୋନା ମହାମାରୀର ମୁକାବିଲା ନିମନ୍ତେ ଭାରତ ସରକାରଙ୍କୁ ବିଭିନ୍ନ ରାଷ୍ଟ୍ର ସହାୟତାର ହାତ ବଢାଇଛନ୍ତି। ପଡୋଶୀ ଚୀନ ସହିତ ଅଷ୍ଟ୍ରେଲିଆ, ଜର୍ମାନୀ, ରୁଷ୍‌, ୟୁଏଇ, ବ୍ରିଟେନ ଓ ଆମେରିକା ଭଳି ୧୫ଟି…
Read More...

ବାଇଡେନ ଓ ସୁଗାଙ୍କ ସହ କଥାହେଲେ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଦେ ସୁଗାଙ୍କ ସହିତ କଥାବାର୍ତ୍ତା କରିଛନ୍ତି। କରୋନା ମହାମାରୀ ପାଇଁ ସୃଷ୍ଟି ହୋଇଥିବା…
Read More...

ମଙ୍ଗଳବାର ରାଶିଫଳ(୨୭/୦୪/୨୦୨୧)

ମେଷ : ବନ୍ଧୁ ମିଳନରେ ସାମାଜିକ ସ୍ଥିତି ସୁଦୃଢ଼ ହେବ। ବ୍ୟବସାୟ ଲାଭଜନକ ହେବ। ସେବା କାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହେବେ। ପତ୍ନୀଙ୍କ ସହଯୋଗ ପାଇ ଢ଼େର ଉନ୍ନତି କରିବେ। ବୃଷ : ଶତ୍ରୁମାନେ…
Read More...

ପ୍ରଧାନମନ୍ତ୍ରୀ କେୟାର୍‌ସ ପାଣ୍ଠିକୁ ୩୮ଲକ୍ଷ ଟଙ୍କା ଦେଲେ କମିନ୍‌ସ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ତଥା ଆଇପିଏଲ୍‌ ଦଳ କଲକାତା ନାଇଟ ରାଇଡର୍ସ (କେକେଆର୍‌)ର ଖ୍ୟାତନାମା ଦ୍ରୁତ ବୋଲର ପ୍ୟାଟ୍‌ କମିନ୍‌ସ ଭାରତରେ କୋଭିଡ୍‌-୧୯ ବିରୋଧରେ ଲଢ଼େଇରେ ନିଜକୁ ସାମିଲ କରିଛନ୍ତି। ସୋମବାର କମିନ୍‌ସ…
Read More...

ପିପିଲି ଉପନିର୍ବାଚନ : କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ

ପୁରୀ : ପିପିଲି ଉପନିର୍ବାଚନ ପାଇଁ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ବିଶ୍ବକେଶନ ହରିଚନ୍ଦନ ମହାପାତ୍ର ସୋମବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଅତିରିକ୍ତ ଜିଲାପାଳ ତଥା ନିର୍ବାଚନ ଅଧିକାରୀ ପ୍ରଦୀପ କୁମାର…
Read More...

ପଞ୍ଜାବକୁ ହରାଇଲା କଲକାତା

ଅହମ୍ମଦାବାଦ : ଚଳିତ ଆଇପିଏଲ୍‌ରେ ସୋମବାର ବିଜୟୀ ହୋଇଛି କଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)। ବୋଲରଙ୍କ ଚମତ୍କାର ପ୍ରଦର୍ଶନ ପରେ ଅଧିନାୟକ ଇଓନ୍ ମୋର୍ଗାନ୍‌ଙ୍କ ଲଢ଼ୁଆ ଇନିଂସ ବଳରେ ପଞ୍ଜାବ କିଙ୍ଗ୍‌ସକୁ ୫…
Read More...

ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟସଭା ଆବେଦନ ସମିତି ଅଧ୍ୟକ୍ଷ

ନୂଆଦିଲ୍ଲୀ : ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଦ୍ବିତୀୟ ଥର ଲାଗି ରାଜ୍ୟସଭା ଆବେଦନ ସମିତି (ପିଟିସନ କମିଟି) ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି। ସୋମବାର ରାଜ୍ୟସଭା ସଚିବାଳୟ ତରଫରୁ ଘୋଷିତ ୧୦ ଜଣିଆ ଆବେଦନ ସମିତି…
Read More...

ନ୍ୟାୟର ବେଗ : ନ୍ୟାୟାଳୟଗୁଡ଼ିକୁ ଉନ୍ନତ ଓ ଆଧୁନିକ କରିବାକୁ ହେବ

ବିଳମ୍ବିତ ନ୍ୟାୟ, ନ୍ୟାୟ ନୁହେଁ। ଏହା ଏକ ଜଣାଶୁଣା କଥା ହୋଇଥିଲେ ହେଁ ଆମ ଦେଶରେ ନ୍ୟାୟ ପ୍ରଦାନରେ ଏତେ ବିଳମ୍ବ ହୁଏ ଯେ ଅନେକ ସମୟରେ ନ୍ୟାୟପ୍ରାର୍ଥୀ ଓ ନ୍ୟାୟାଧୀଶ, ଉଭୟଙ୍କ ଅମର୍ଯ୍ୟାଦା ହୋଇଥାଏ। ଏହା ଅବଶ୍ୟ ଆଦୌ…
Read More...

ଆଇପିଏଲ-୨୦୨୧ : ଆଜି କଲକାତା ଓ ପଞ୍ଜାବ ମଧ୍ୟରେ ମୁକାବିଲା

ଅହମ୍ମଦାବାଦ୍‌ : ଇଓନ ମୋର୍ଗାନଙ୍କ ନେତୃତ୍ବାଧିନ କଲକାତା ନାଇଟ୍‌ ରାଇଡର୍ସ ଚଳିତ ଆଇପିଏଲର ପ୍ରଥମ ମ୍ୟାଚରେ ସନରାଇଜର୍ସ ହାଇଦରାବାଦ୍‌କୁ ପରାସ୍ତକରି ବିଜେତାଙ୍କ ଭଳି ଆରମ୍ଭ କରିଥିଲା। ପରବର୍ତ୍ତୀ ୪ଟି ମ୍ୟାଚରେ…
Read More...

ଆଜିଠୁ ଗ୍ରାହକ ସେବା ୧୦ଟାରୁ ୨ଟା : କରୋନା ପାଇଁ ବଦଳିଲା ବ୍ୟାଙ୍କ ନିୟମ

ଭୁବନେଶ୍ବର : ରାଜ୍ୟରେ କରୋନା ମହାମାରୀର ଦ୍ବିତୀୟ ଲହର ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ବ୍ୟାଙ୍କ ଗୁଡିକ ସେମାନଙ୍କ ଗ୍ରହକ ସେବାରେ ସମୟରେ ପରିବର୍ତ୍ତନ କରିଛନ୍ତି। ଗତ ଗୁରୁବାର ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦେଶକ୍ରମେ…
Read More...

ସରକାରୀ ଅନୁଷ୍ଠାନରେ ଦିଆଯିବ ମାଗଣା ଟିକା

ଭୁବନେଶ୍ବର: ରାଜ୍ୟରେ ମେ’ ପହିଲାରୁ ୧୮ବର୍ଷରୁ ଊର୍ଦ୍ଧ୍ବ ନାଗରିକଙ୍କୁ ଟିକାକରଣ କରାଯିବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଟିକା ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଛି। ଆବଶ୍ୟକ ସଂଖ୍ୟକ ଟିକା କିଣିବା ପାଇଁ ସରକାରଙ୍କ…
Read More...

ଦର୍ଶନ ବନ୍ଦ ; ମିଳିବ ମହାପ୍ରସାଦ

ପୁରୀ : ଶ୍ରୀମନ୍ଦିରରେ ସୋମବାରଠାରୁ ବନ୍ଦ ରହିବ ଠାକୁରଙ୍କ ସର୍ବସାଧାରଣ ଦର୍ଶନ। ଶ୍ରୀଜୀଉଙ୍କ ଦୈନନ୍ଦିନ ସେବାପୂଜା ପାଇଁ କେବଳ ସେବକ ଏବଂ କର୍ମଚାରୀଙ୍କୁ ମନ୍ଦିର ଭିତରକୁ ଯିବାପାଇଁ ଅନୁମତି ଦିଆଯିବ। କରୋନା…
Read More...

ଭୁବନେଶ୍ବର ପୁଣି ଉତ୍ତପ୍ତ ସହର

-୪୦ ଡିଗ୍ରୀ ଉପରେ ୧୭ ସହର, -ସତର୍କ ରହିବାକୁ ଜିଲାପାଳଙ୍କୁ ପରାମର୍ଶ ଭୁବନେଶ୍ବର : ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସୋମବାର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଇ ୩ ଜିଲାକୁ ପାଣିପାଗ ବିଭାଗ ହାଲୁକା ସଚେତନ…
Read More...

ଇଣ୍ଡିଆ ବୁକ୍‌ ଅଫ ରେକର୍ଡସରେ ଦୁଇ ବର୍ଷର ପ୍ରଣଭି

କଟକ : ଦୁଇ ବର୍ଷର ଶିଶୁ ପୂର୍ବି ପ୍ରଣଭି ମହାରଣା ଇଣ୍ଡିଆ ବୁକ୍‌ ଅଫ ରେକର୍ଡସ (ଆଇ.ବି.ଆର)ରେ ନିଜ ନାମ ସ୍ଥାନିତ କରିଛନ୍ତି। ପୂର୍ବିଙ୍କ ପ୍ରଖର ସ୍ମରଣଶକ୍ତିର ପ୍ରତିଭାକୁ ଦେଖି ଆଇ.ବି.ଆର ପକ୍ଷରୁ ତାଙ୍କୁ ଏହି…
Read More...

ଶାସ୍ତ୍ରୀୟ ସଙ୍ଗୀତଜ୍ଞ ପଣ୍ଡିତ ରଞ୍ଜନ ମିଶ୍ରଙ୍କ ପରଲୋକ

ନୂଆଦିଲ୍ଲୀ : ଲବ୍ଧପ୍ରତିଷ୍ଠ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ପଣ୍ଡିତ ରଞ୍ଜନ ମିଶ୍ରଙ୍କର ରବିବାର ପରଲୋକ ହୋଇଛି। କରୋନା ସଂକ୍ରମିତ ହୋଇ ସେ ସ୍ଥାନୀୟ ଗଙ୍ଗାରାମ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତାଙ୍କୁ ୭୦ବର୍ଷ…
Read More...

ପଶ୍ଚିମ ଓଡ଼ିଶାରେ କରୋନା ସ୍ଥିତି ସଙ୍ଗିନ : ୧୭ ଓପିଏସଙ୍କୁ ୫ ଜିଲା ଦାୟିତ୍ବ

ଭୁବନେଶ୍ବର : ପଶ୍ଚିମ ଓଡ଼ିଶାରେ କରୋନା ତା’ର କାୟା ବିସ୍ତାର କରି ଚାଲିଛି। ପୂର୍ବରୁ ୩ ଭାରତୀୟ ପ୍ରଶାସନିକ ସେବା(ଆଇଏଏସ)ର ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଏଥିପାଇଁ ନିୟୋଜିତ କରାଯାଇଥିଲା। ସେଥିମଧ୍ୟରେ ଗଣଶିକ୍ଷା…
Read More...

ସାମାଜିକ ଗଣମାଧ୍ୟମରେ ଭୁଲ କରୋନା ତଥ୍ୟ : ହଟାଇବାକୁ କହିଲା ଆଇଟି ମନ୍ତ୍ରଣାଳୟ

ନୂଆଦିଲ୍ଲୀ : କରୋନା ସମ୍ପର୍କିତ ଭୁଲ୍ ଓ ବିଭ୍ରାନ୍ତକାରୀ ଫଟୋ, ଭିଡିଓ ଓ ତଥ୍ୟ ସବୁକୁ ହଟାଇବା ଲାଗି ସୂଚନା ପ୍ରଯୁକ୍ତି (ଆଇଟି) ମନ୍ତ୍ରଣାଳୟ ସମସ୍ତ ସାମାଜିକ ଗଣମାଧ୍ୟମ କମ୍ପାନୀଙ୍କୁ ନିର୍ଦେଶ ଦେଇଛି। ଫେସବୁକ୍‌,…
Read More...

ଡାକ୍ତରଖାନାରେ କରୋନା ସଂକ୍ରମିତଙ୍କ ବାହାଘର

ତିରୁଅନନ୍ତପୁରମ୍‌ : କେରଳ ଆଲାଫୁଝା ଜିଲାର ବନ୍ଦନାମ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ରବିବାର ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ଚିକିତ୍ସାଳୟର କୋଭିଡ୍‌ ଚିକିତ୍ସା କେନ୍ଦ୍ରରେ ଜଣେ କରୋନା ସଂକ୍ରମିତ ଯୁବକ…
Read More...

କାନାଡ଼ାର ପ୍ରଭାବୀ ମହିଳା ହେଲେ ଓଡ଼ିଆ ପ୍ରଫେସର ମଞ୍ଜୁ ମିଶ୍ର

କଟକ : ବିଶିଷ୍ଟ ରସାୟନବିତ୍‍ ଓଡ଼ିଆ ମହିଳା ପ୍ରଫେସର ଡ. ମଞ୍ଜୁ ମିଶ୍ର ୨୦୨୦ ବର୍ଷ ପାଇଁ କାନାଡ଼ାର ପ୍ରଭାବୀ ମହିଳା ଭାବେ ଘୋଷିତ ହୋଇଛନ୍ତି। ମ୍ୟାଟେରିଆଲ ସାଇନ୍‍ସ ଇଞ୍ଜିନିୟରିଂରେ ଉଲ୍ଲେଖନୀୟ ଗବେଷଣା ପାଇଁ ଉଇମେନ୍‍…
Read More...

ସୁପର ଓଭର ରୋମାଞ୍ଚ ; ଦିଲ୍ଲୀର ଜିତାପଟ

ଚେନ୍ନଇ ; ଚଳିତ ଆଇପିଏଲ୍‌ରେ ରବିବାର ସନ୍ଧ୍ୟାରେ ପ୍ରଥମ ସୁପର ଓଭର ଦେଖିବାକୁ ମିଳିଛି। ଏଥିରେ ସନ୍‌ରାଇଜର୍ସ ହାଇଦରାବାଦକୁ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍‌ସ। ଅକ୍ଷର ପଟେଲ ବୋଲିଂ କରିଥିବା ସୁପର ଓଭରରେ…
Read More...

ସୋମବାର ରାଶିଫଳ (୨୬/୦୪/୨୦୨୧)

ମେଷ: ଶତ୍ରୁଭୟ ଉପୁଜି ପାରେ। ଭାଇମାନଙ୍କ ପୂର୍ଣ୍ଣ ସହଯୋଗ ପାଇ ଶତ୍ରୁକୁ ପରାଜିତ କରି, ମାନସିକ ଶାନ୍ତି ଫେରି ପାଇବେ। ଶୁଭଖବର ପାଇ ଖୁସି ହେବେ। ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ କରଣୀୟ। ଋଣ ପରିଶୋଧ…
Read More...

ଚମକିଲେ ଜାଡ଼େଜା ; ଆର୍‌ସିବିର ପ୍ରଥମ ପରାଜୟ

ମୁମ୍ବଇ : ଚଳିତ ଆଇପିଏଲ୍‌ରେ ରବିବାର ପ୍ରଥମ ପରାଜୟର ତିକ୍ତ ସ୍ବାଦ ଚାଖିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)। ରବିବାର ପ୍ରଥମ ମ୍ୟାଚ୍‌ରେ ରବୀନ୍ଦ୍ର ଜାଡ଼େଜାଙ୍କ ଅଲ୍‌ରାଉଣ୍ଡ ସଫଳତା ବଳରେ ଚେନ୍ନଇ ସୁପର…
Read More...

୨୦ଟି ରାଜ୍ୟର ଦୈନିକ ଆବଶ୍ୟକ ୬. ୭୮୫ ମେଟ୍ରିକ ଟନ୍ ତରଳ ମେଡିକାଲ ଅମ୍ଳଜାନ

ନୂଆଦିଲ୍ଲୀ: ଦେଶରେ ଅମ୍ଳଜାନ ଯୋଗାଣ ଓ ଏହାର ଉପଲବ୍ଧତାକୁ ବଢାଇବା ପାଇଁ ପ୍ରଧାନମନ୍ତ୍ରୀ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି। ଅମ୍ଳଜାନ ଯୋଗାଣ ବଢାଇବା ନେଇ ଗତ କେତେ ସପ୍ତାହ ମଧ୍ୟରେ ନିଆଯାଇଥିବା…
Read More...

ପଶ୍ଚିମ ବଙ୍ଗର ସମସ୍ତ ନିର୍ବାଚନୀ ଶୋଭାଯାତ୍ରା ବାତିଲ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ପଶ୍ଚିମ ବଙ୍ଗର ସମସ୍ତ ନିର୍ବାଚନୀ ଶୋଭାଯାତ୍ରା ବାତିଲ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କରୋନା ସଂକ୍ରମଣ ବଢୁଥିବାରୁ ସବୁ ଶୋଭାଯାତ୍ରା ବାତିଲ କରିଥିବା ଜଣାପଡ଼ିଛି। ନିର୍ବାଚନ ପ୍ରଚାର ପାଇଁ ଏବେ…
Read More...

ଆଜି ଭୁବନେଶ୍ବରରେ ୫୯୦ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୧୩୯

ଭୁବନେଶ୍ବର: ଆଜି ଭୁବନେଶ୍ବରରେ ସବୁଠାରୁ ଅଧିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଖିବାକୁ ମିଳିଛି। ଆଜି ଭୁବନେଶ୍ବରରେ ୫୯୦କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ବାରେଣ୍ଟାଇନ୍‌ରୁ ୧୩୦ ଏବଂ ଲୋକାଲ୍‌…
Read More...

ବଢ଼ୁଛି କରୋନା ସଂକ୍ରମଣ ଓ ମୃତ୍ୟୁହାର, ବିପଦ ବଳୟରେ ପଶ୍ଚିମ ଓଡ଼ିଶାର ୭ ଜିଲା

ସମ୍ବଲପୁର : କରୋନାର ଦ୍ବିତୀୟ ଲହରରେ ସବୁଠୁ ବେଶୀ ପ୍ରଭାବିତ ପଶ୍ଚିମ ଓଡ଼ିଶା। ମୁଖ୍ୟତଃ ପଡ଼ୋଶୀ ଛତିଶଗଡ଼ ସୀମାବର୍ତ୍ତୀ ୭ଟି ଜିଲାରେ ସ୍ଥିତି ଭୟାବହ ହେବାରେ ଲାଗିଛି। ପ୍ରତିଦିନ ବୃଦ୍ଧି ପାଉଛି ଆକ୍ରାନ୍ତଙ୍କ…
Read More...